କଳାହାଣ୍ଡି (ଏଟିଆର ବ୍ୟୁରୋ ) ; ରାସ୍ତା ଅବରୋଧ କଲେ ମାଓବାଦୀ । ଗଛ କାଟି ରାସ୍ତାରେ ପକାଇଲେ । ଫଳରେ ଲାଞ୍ଜିଗଡ ବ୍ଲକ ହଟିସାଲ ଘଟି ଓ ବାରବୁଲା ରାସ୍ତା ରେ ଯିବା ଆସିବାରେ ବାଧା ସୃଷ୍ଟି ହେଇଛି । ସେପଟେ ବନ୍ଦପାଲି – ଲାଞ୍ଜିଗଡ ତଥା ବିଶ୍ୱନାଥପୁର ବିଜେପୁର ରାସ୍ତା ଯାତାୟତରେ ବନ୍ଦ ରହିଛି । ଏହାସହ ନାଗବଳୀ ବଂଶଧର ଘୁମୁସର ଡିଭିଜନର ମାଓ ପୋଷ୍ଟର ଘଟଣାସ୍ଥଳରୁ ଜବତ କରାଯାଇଛି । ସେଥିରେ ପିଡବ୍ଲ୍ୟୁଡି ଓ ଆରଡି ବିଭାଗର ଠିକାଦାରଙ୍କୁ ଚେତାବନୀ ଦିଆଯାଇଛି । ନିମ୍ନ ମାନର କାମ ତଥା ଶ୍ରମିକ ମାନଙ୍କ ଶୋଷଣରୁ ନିବୃତ ନ ରହିଲେ ଠିକଦାର ଶିବ ଦାସଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଛି । ଅନ୍ୟପଡେ ସ୍ଥାନୀୟ ଆଞ୍ଚଳରେ ପୋଲିସ କିମ୍ବା ସିଆରପିଏଫ ଯବାନ ପହଞ୍ଚି ନାହାନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024