ନାପିଏର (ଏଟିଆର ବ୍ୟୁରୋ): ଦାଉ ସାଧିଲା ସୂର୍ଯ୍ୟ କିରଣ । ଅଧାରୁ ଅଟକିଲା ଖେଳ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ । କାରଣ ଅନେକ ସମୟରେ ବର୍ଷା ହେଲେ ଖେଳ ବନ୍ଦ ହୋଇଥାଏ । ମାତ୍ର ଏଠି ସୂର୍ଯ୍ୟଙ୍କ ପ୍ରଖର କିରଣ ପାଇଁ ଖେଳ ବନ୍ଦ ରହିଛି । ଏଭଳି ଦୃଶ୍ୟ ବୁଧବାର ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ମ୍ୟାଚ୍ ଅବସରରେ ଦେଖିବାକୁ ମଳିଥିଲା । ନାପିଏରରେ ହେଉଥିବା ଏହି ମ୍ୟାଚ୍ ର ଭାରତ ପାଳି ବେଳକୁ ସୁର୍ଯ୍ୟଙ୍କ କିରଣ ଏତେ ମାତ୍ରାରେ ପଡିଥିଲା ଯେ ବଲ୍ ଠିକ୍ ଭାବେ ଦେଖାଯାଇନଥିଲା । ଫଳରେ ଅମ୍ପୟାର ବାଧ୍ୟବସତଃ ୩୬ ମିନିଟ୍ ପର୍ଯ୍ୟନ୍ତ ଖେଳକୁ ବନ୍ଦ ରଖିଥିଲେ । ପୂର୍ବରୁ ଏଭଳି ପରିସ୍ଥିତି କଦାପି ଉପୁଜି ନଥିଲା ପ୍ରଥମ ଥର ପାଇଁ ଏହା ଇତିହାସ ସୃଷ୍ଟ କରିଛି । ପରେ କ୍ରିକେଟ ପିଚ୍ କୁ ଉତ୍ତର-ଦକ୍ଷିଣ ଦିଗରେ ତିଆରି କରାଯାଇ ଏହି ସମସ୍ୟାକୁ ଦୂର କରାଯାଇଥିଲା ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024