ନାପିଏର (ଏଟିଆର ବ୍ୟୁରୋ): ଦାଉ ସାଧିଲା ସୂର୍ଯ୍ୟ କିରଣ । ଅଧାରୁ ଅଟକିଲା ଖେଳ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ । କାରଣ ଅନେକ ସମୟରେ ବର୍ଷା ହେଲେ ଖେଳ ବନ୍ଦ ହୋଇଥାଏ । ମାତ୍ର ଏଠି ସୂର୍ଯ୍ୟଙ୍କ ପ୍ରଖର କିରଣ ପାଇଁ ଖେଳ ବନ୍ଦ ରହିଛି । ଏଭଳି ଦୃଶ୍ୟ ବୁଧବାର ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ମ୍ୟାଚ୍ ଅବସରରେ ଦେଖିବାକୁ ମଳିଥିଲା । ନାପିଏରରେ ହେଉଥିବା ଏହି ମ୍ୟାଚ୍ ର ଭାରତ ପାଳି ବେଳକୁ ସୁର୍ଯ୍ୟଙ୍କ କିରଣ ଏତେ ମାତ୍ରାରେ ପଡିଥିଲା ଯେ ବଲ୍ ଠିକ୍ ଭାବେ ଦେଖାଯାଇନଥିଲା । ଫଳରେ ଅମ୍ପୟାର ବାଧ୍ୟବସତଃ ୩୬ ମିନିଟ୍ ପର୍ଯ୍ୟନ୍ତ ଖେଳକୁ ବନ୍ଦ ରଖିଥିଲେ । ପୂର୍ବରୁ ଏଭଳି ପରିସ୍ଥିତି କଦାପି ଉପୁଜି ନଥିଲା ପ୍ରଥମ ଥର ପାଇଁ ଏହା ଇତିହାସ ସୃଷ୍ଟ କରିଛି । ପରେ କ୍ରିକେଟ ପିଚ୍ କୁ ଉତ୍ତର-ଦକ୍ଷିଣ ଦିଗରେ ତିଆରି କରାଯାଇ ଏହି ସମସ୍ୟାକୁ ଦୂର କରାଯାଇଥିଲା ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024