ପୁନେ (ଏଟିଆର ବ୍ୟୁରୋ) ; ଦ୍ୱିତୀୟ ମ୍ୟାଚର ରୋମାଞ୍ଚକ ପରିସ୍ଥିତିରେ ଟାଇ ହେବା ପରେ ସମସ୍ତଙ୍କ ନଜର ଆଜିର ମ୍ୟାଚ ଉପରେ । ପ୍ରଥମ ମ୍ୟାଚରେ ସହଜ ବିଜୟ ସହ ଭାରତ ୧-୦ ରେ ସିରିଜରେ ଆଗୁଆ ରହିଛି । ତେବେ ଦ୍ୱିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ ବ୍ୟାଟ୍ସ ମ୍ୟାନଙ୍କ ଖେଳ ପାଇଁ ଇଣ୍ଡିଜ ଦଳର ମନୋବଳ ବଢ଼ିଯାଇଛି । ଆଜି ମ୍ୟାଚରେ ଉଭୟ ଦଳ ମଧ୍ୟରେ କଡାଟକ୍କର ଦେଖିବ ବୋଲି କ୍ରିକେଟ ପ୍ରେମୀମାନେ ଆଶା ରଖିଛନ୍ତି ।
ବିଶ୍ରାମ ପରେ ଆଜି ଭାରତୀୟ ଦଳକୁ ଦୁଇ ଭରଷା ଯୋଗ୍ୟ ବୋଲର ବୁମରା ଏବଂ ଭୁବନେଶ୍ୱର କୁମାର ଫେରିଛନ୍ତି । ଯଦି ଏହି ଦୁଇ ଖେଳାଳୀ ଦଳରେ ସାମିଲ ହେବା ପରେ ଦଳର ବୋଲିଂ ପଲା ଭାରିିପାରେ । ତେବେ ଇଣ୍ଡିଜ ଦଳର ଖେଳାଳି ମଧ୍ୟ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଛି । ଏଣୁ ଆଜିର ମ୍ୟାଚ ଏକ ହାଇଭୋଲଟେଜ ମ୍ୟାଚ ହେବ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024