NATIONAL NEWS ବିଜେପିରେ ମିଶିଲେ ସାଇନା ATRNEWS BUREAU 29 Jan 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଜେପିରେ ମିଶିଲେ ବ୍ୟାଡ ମିଣ୍ଟନ ତାରକା ସାଇନା ନେହୱାଲ । ଆଜି ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି ସାଇନା । ଏନେଇ ପୂର୍ବରୁ ମଧ୍ୟ ଏନେଇ ଜାତୀୟ ... Read More »
NATIONAL NEWS ଫେବୃଆରୀରେ ଭାରତ ଆସିବେ ଡୋନାଲ୍ଡ ଟ୍ରମ୍ପ! ATRNEWS BUREAU 29 Jan 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତା ଫେବୃଆରୀ ୨୪ ଏବଂ ୨୬ ରେ ଭାରତ ଆସିପାରନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ... Read More »
NATIONAL NEWS ନିୟମ ନମାନିଲେ ମେଣ୍ଟରୁ ଓହରିବ କଂଗ୍ରେସ ATRNEWS BUREAU 28 Jan 2020 ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ମହାରାଷ୍ଟ୍ର ଅଘାଡି ମେଣ୍ଟ ସରକାରରେ ଏବେ ଉଦ୍ଧବ ଠାକରେ ଓ କଂଗ୍ରେସ ଭିତରେ ଅସନ୍ତୋଷ ଦେଖା ଦେଇଛି । ଏମିତି କି ଏଇ ଗତ କିଛି ଦିନ ତଳେ ... Read More »
NATIONAL NEWS ବିଧାୟକ କଲେଜ ପରିଚାଳନା ସମିତିରେ ରହିଲେ କଲେଜର ବିକାଶ ହେବ: ସୁଶାନ୍ତ ସିଂ ATRNEWS BUREAU 24 Jan 2020 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଥିଲେ ଏଣିକି ଆଉ କଲେଜ ପରିଚାଳନା ମସିତିରେ କୌଣସି ନେତା କିମ୍ବା ସ୍ଥାନୀୟ ବିଧାୟକ ରହିବେ ନାହିଁ । କଲେଜ ପରିଚାଳନା ସମିତରେ ... Read More »
NATIONAL NEWS ଭାଙ୍ଗିଯିବ ଶିବସେନା – କଂଗ୍ରେସ ମେଣ୍ଟ! ATRNEWS BUREAU 24 Jan 2020 ମୁମ୍ବାଇ (ଏଟିଆର ବ୍ୟୁରୋ): ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସାରା ଦେଶରେ ରାଜନୀତି ମାହୋଲ ସରଗରମ ହୋଇଥିବା ବେଳେ ଏବେ ମହାରାଷ୍ଟ୍ରରେ ଶିବସେନା ଓ କଂଗ୍ରେସ ମେଣ୍ଟ ମଧ୍ୟରେ ଧିରେ ଧିରେ ଫାଟ ... Read More »
NATIONAL NEWS ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଯୋଗୀ ଓ ମୋଦି ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ATRNEWS BUREAU 24 Jan 2020 ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଜାତୀୟ ଗଶମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେର ସର୍ଭେ ପୋଲରେ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଜନତା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ପସନ୍ଦ କରିଥିବା ବେଳେ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ... Read More »
ODISHA ଦିଲ୍ଲୀ ନିର୍ବାଚନ ପୂର୍ବରୁ ଏମିତି କହିଲେ ସମ୍ବିତ ପାତ୍ର ATRNEWS BUREAU 22 Jan 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସ ମୁସଲମାନଙ୍କୁ ପଚାରି ସରକାର କରୁଛି । କଂଗ୍ରେସ ସବୁ ଲୋକଙ୍କ ଦଳ ନୁହେଁ ବରଂ ମୁସଲିମ ଲିଗ ଦଳ । ଅନ୍ୟ ଧର୍ମକୁ ଗ୍ରହଣ କରିପାରେନି କଂଗ୍ରେସ । ... Read More »
NATIONAL NEWS ଦିଲ୍ଲୀନିର୍ବାଚନ: ପ୍ରଚାର ମଙ୍ଗ ଧରିଲେ ସିଦ୍ଧୁ ଓ ପ୍ରିୟଙ୍କା ATRNEWS BUREAU 22 Jan 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତକାଲି ଦିଲ୍ଲୀ ବିଧାନସଭା ପାଇଁ ନାମାଙ୍କନ ଭରିବାର ରହିଥିଲା ଶେଷ ତାରିଖ । ଗତକାଲି ଶେଷ ଦିନରେ ମଧ୍ୟ ନାମାଙ୍କନ ଭରିଛନ୍ତି । ଏହି ଅବସରରେ କଂଗ୍ରେସ ମଧ୍ୟ ପଛରେ ... Read More »
ODISHA ନାଗରିକତା ସଂଶୋଧନ ଆଇନକୁ ନେଇ ଏମିତି କହିଲେ ରୂପା ଗାଙ୍ଗୁଲି ATRNEWS BUREAU 22 Jan 2020 ନବରଙ୍ଗପୁର (ଏଟିଆର ବ୍ୟୁରୋ): ନାଗରିକତା ସଂଶୋଧନ ଆଇନକୁ ସମର୍ଥନ ଜଣାଇବା ପାଇଁ ବିଜେପି ପକ୍ଷରୁ ନାଗରିକତା ସଂଶୋଧନ ଅଧିନିୟମ ଜନଜାଗରଣ ଅଭିଯାନର ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏଥିରେ ଯୋଗଦେଇ ... Read More »
NATIONAL NEWS ଶୀଘ୍ର ହେବନି ସିଏଏ ଶୁଣାଣୀ : ସୁପ୍ରିମକୋର୍ଟ ATRNEWS BUREAU 22 Jan 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ବି ଦେଶର ଅନେକ ଅଞ୍ଚଳରେ ସିଏଏକୁ ବିରୋଧ କରାଯାଉଛି । ଏମିତିକି ସିଏଏ ବିରୋଧରେ ଅନେକ ପିଟିସନ କୋର୍ଟରେ ଦାଖଲ ହୋଇଛି । ଏହି ଅବସରରେ ଆଜି ଏହାର ... Read More »