ନାଗରିକତା ସଂଶୋଧନ ଆଇନ:ଆଜି ଗୁଜୁଟାରରେ ୩୫୦୦ ହିନ୍ଦୁ ଶରଣାର୍ଥୀଙ୍କ ହେବ ପଞ୍ଜିକରଣ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିଠାରୁ ଗୁଜୁରାଟରେ ନାଗରିକତା ସଂଶୋଧନ ଆଇନ ଲାଗୁ ହୋଇଯିବ । ଗୁଜୁରାଟର ଗାନ୍ଧୀଧାମ ଏବଂ କଛ୍ୱରେ ପାକିସ୍ତାନରୁ ଆସିଥିବା ୩୫୦୦ ହିନ୍ଦୁଙ୍କୁ ନାଗରିକତା ଦିଆଯିବ । ଏହି ଅବସରରେ କେନ୍ଦ୍ର ...