ଜିଏସଟି ପାଇଁ ରାଜ୍ୟ ଓ କେନ୍ଦ୍ରର ମଧ୍ୟରେ ମତାନ୍ତର , କେନ୍ଦ୍ରର ପସ୍ତାବକୁ ନାଁ କଲେ ୬ରାଜ୍ୟ
ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଦେଶର ଜିଏସଟି ହ୍ରାସ ପାଇବା ଫଳରେ କେନ୍ଦ୍ର ସରକାର ଏହାକୁ କେଇ ନିଜର ନୂତନ ପ୍ଲାନ କରିଛନ୍ତି । ରିଜର୍ଭ ବ୍ୟାଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରି ରାଜ୍ୟ ଗଡିକୁ ଜିଏସଟି କ୍ଷତିପୁରଣ ପାଇଁ ...