ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ୍, ଏହାର ପ୍ରତିକାର ପାଇଁ CDMO ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ରାଜ୍ୟରେ ବ୍ୟାପୁଛି ସ୍କ୍ରବ ଟାଇଫସ୍ । ମୁଖ୍ୟତଃ ବରଗଡ ଜିଲ୍ଲାରେ ଅଧିକ ମାମଲା ଦେଖିବାକୁ ମିଳିଛି । ଏହି ସ୍କ୍ରବ ଟାଇଫସ୍ ଓ ଲେଫଟୋସ୍ପାଇରୋସିଶର ପ୍ରତିକାର ପାଇଁ ସମସ୍ତ ...