ବିକାଶ ସିଂ କହିଛନ୍ତି – ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ତାଙ୍କ ବିନା ଅନୁମତିରେ ଦେଇଥିଲେ ଡ୍ରଗ୍ସ
ମୁମ୍ବାଇ(ଏଟିଆର ବ୍ୟୁରୋ): ଡ୍ରଗ୍ସ ମାମଲାରେ ନାମ ଆସିବା ପରେ ନ୍ୟାୟିକ ହେପାଜତରେ ଏକ ମାସରୁ ଅଧିକ ସମୟ ରହିବା ପରେ ରିୟା ଚକ୍ରବର୍ତ୍ତୀ ଜାମିନରେ ମୁକୁଳିଛନ୍ତି। ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ...