ଜେନେଭା(ଏଟିଆର ବ୍ୟୁରୋ): ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଯାହାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ କିନ୍ତୁ ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ଟିକା ଆସିବ ବୋଲି ଘୋଷଣା ହେବା ପରେ ସମସ୍ତଙ୍କୁ ଏବେ ଆଶ୍ୱାସନା ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ ମଙ୍ଗଳବାର ଏହି ଖବର ପ୍ରକାଶ କରିଛନ୍ତି । ଆମକୁ ଟିକା ଦରକାର ତେଣୁ ଆଶା ରହିଛି ଚଳିତ ବର୍ଷ ଶେଷ ସୁଦ୍ଧା ଆମକୁ ଟିକା ମିଳିପାରେ। ଟେଡ୍ରୋସ ଡଐଙର କାର୍ୟ୍ୟନିର୍ବାହୀ ବୋର୍ଡକୁ ପ୍ରତିକ୍ରିୟା ଦେବା ବେଳେ ଏହା କହିଛନ୍ତି।
ଯେତେବେଳେ ଟିକା ଉପଲବ୍ଧ ହେବ ସେତେବେଳେ ସମସ୍ତଙ୍କୁ ଟିକା ବଣ୍ଟନ ନେଇ ସୁନିଶ୍ଚିତ କରାଯିବ ବୋଲି ସେ ଆଶ୍ୱସନା ଦେଇଛନ୍ତି।
୯ଟି ଭ୍ୟାକ୍ସିନ ପରୀକ୍ଷଣ ପଯର୍ୟାୟରେ ଅଛି। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭାକ୍ସ ଗ୍ଲୋବାଲ ଫାସିଲିଟି ଦ୍ୱାରା ୨୦୨୧ ଶେଷ ସୁଦ୍ଧା ୨ ଶହ କୋଟି ଡୋଜ୍ ବିତରଣ ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି। ମୋଟ୍ ୧୭୨ଟି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭାକ୍ସ ପଦକ୍ଷେପରେ ଯୋଗ ଦେଇଛନ୍ତି। ତେବେ ଆମେରିକା, ଋଷିଆ ଏବଂ ଚୀନ୍ ସମେତ କେତେକ ଦେଶ ନିଜସ୍ୱ ଟିକା ସୁରକ୍ଷିତ ରଖିବା ପାଇଁ ଏହି ସୁବିଧାରେ ଯୋଗଦେବାକୁ ମନା କରି ଦେଇଛନ୍ତି। ତେବେ ଚଳିତ ବର୍ଷ କରୋନା ଟିକା ବା ଭାକ୍ସିନ ଆସିବା ନେଇ ଅନେକ ଦେଶ ଆଶାବାଦୀ ଅଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024