ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ତମନ୍ନା , କରୋନା ଟେଷ୍ଟ ଆସିଲା ନେଗେଟିଭ୍
ହାଇଦ୍ରାବାଦ(ଏଟିଆର ବ୍ୟୁରୋ): ‘ବାହୁବଳୀ’ ଫିଲ୍ମର ଖ୍ୟାତନାମା ଅଭିନେତ୍ରୀ ତମନ୍ନା ଭାଟିଆର କୋଭିଡ -୧୯ ଟେଷ୍ଟ ପଜିଟିଭ ହୋଇଥିଲେ। ତମନ୍ନା ହାଇଦ୍ରାବାଦରେ ଏକ ୱେବ୍ ସିରିଜ୍ ଶୁଟିଂ କରୁଥିବା ବେଳେ କୋଭିଡର ସାମାନ୍ୟ ଲକ୍ଷଣ ଦେଖାଯାଇଥିଲା ...