ହାଇଦ୍ରାବାଦ(ଏଟିଆରହ ବ୍ୟୁରୋ): ତେଲୁଗୁ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତା ଜୟପ୍ରକାଶ ରେଡ୍ଡୀଙ୍କ ମଙ୍ଗଳବାର ସକାଳେ ହୃଦଘାତରେ ମୃତ୍ୟୁ ଘଟିଛି। ସେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଥିଲେ। ଜୟପ୍ରକାଶ ତାଙ୍କର ହାସ୍ୟ ଅଭିନୟ ପାଇଁ ଖୁବ ଜଣାଶୁଣା । ସେ ଫିଲ୍ମ ‘ବ୍ରହ୍ମପୁତ୍ରୁ’ରୁ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଜୟପ୍ରକାଶ ତାଙ୍କ କ୍ୟାରିୟରରେ ପ୍ରେମିନଚୁକୁଣ୍ଡାମ ରା, ଜୟମ ମାଣ୍ଡେରା, ସମରସିନା ରେଡ୍ଡୀ, ଚେନ୍ନକେଶେଭେରେଡି, ଛତ୍ରପତି, ଗାବରସିଂ, ସୀତାୟା, ନାୟକ, ରେସୁଗୁରାମ, ମନମ, ଟେମ୍ପର ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଜୟପ୍ରକାଶଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି। ସେ ଲେଖିଛନ୍ତି, ‘ତେଲୁଗୁ ସିନେମା ଏବଂ ଥିଏଟର ଜୟପ୍ରକାଶ ରେଡ୍ଡୀଙ୍କ ଭଳି ଆମେ ଜଣେ ହୀରାଙ୍କୁ ହରେଇଛୁ । ଅନେକ ଦଶନ୍ଧି ଧରି ସେ ବିଭିନ୍ନ ସ୍ମରଣୀୟ ଚରିତ୍ରରେ ଅଭିନୟ କରିଥିଲେ ଓ ଦର୍ଶକମାନଙ୍କୁ ଖୁବ ମନୋରଞ୍ଜିତ କରିଛନ୍ତି । ସେ ସବୁଦିନ ପାଇଁ ଚିର ସ୍ମରଣାୟ ହୋଇ ରହିବେ । ମୋ ପରିବାର ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ପ୍ରତି ସମବେଦନା ଜଣାଉଛି। ଏହା ପରେ ତେଲୁଗୁ ଫିଲ୍ମ ଇଷ୍ଟ୍ରିରୁ ତାଙ୍କ ପାଇଂ ଶୋକ ପ୍ରକାଶ କରିଛନ୍ତି ଓ ପରିବାରକୁ ସମବେଦନା ଜଣାଇଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024