ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ମାର୍ଟଫୋନ ସମେତ ଟିଭି ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରନିକ ସାମଗ୍ରୀ ନିର୍ମାଣ କରୁଥିବା କମ୍ପାନୀ ଏବେ କ୍ରିକେଟର କେ ଏଲ ରାହୁଲଙ୍କୁ ତାର ବ୍ରାଣ୍ଡ ଆମ୍ବାସାଡାର କରିବାର ଘୋଷଣା କରିଛି ।
କମ୍ପାନୀ ତାର ବୟାନ ଜାରି କରି କହିଛି କି, କେ ଏଲ ରାହୁଲ ଏବଂ ସ୍ମାର୍ଟଫୋନ ମଧ୍ୟରେ ସାମଞ୍ଜସ୍ୟକୁ ଦୃଷ୍ଟିରେ ରଖି ଏହି କ୍ରିକେଟରଙ୍କୁ ବ୍ରାଣ୍ଡ ଆମ୍ବସାଡାର ଭାବେ ଚୟନ କରାଯାଇଛି । ଏବେ କମ୍ପାନୀର ସ୍ମାର୍ଟଫୋନର ପ୍ରଚାର ଏବଂ ପ୍ରସାରରେ ନଜର ଆସିବେ କେ ଏଲ ରାହୁଲ ।