ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରିଲିଆନ୍ସ ଜିଓ ଦେଶରେ ତାର ୫ଜି ସେବା ଆରମ୍ଭ କରିଦେଇଛି । ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ , ମୁମ୍ବାଇ, କୋଲକାତା ଏବଂ ବାରଣାସୀ ରେ ଆରମ୍ଭ ହୋଇଛି ଏହି ସେବା । ସେହିପରି ୨୦୨୩ ମସିହା ଶେଷ ସୁଦ୍ଧା ସାରା ଦେଶରେ ୫ଜି ସେବା ଯୋଗାଇବା ପାଇଁ କମ୍ପାନୀ ଦାବି କରିଛି । କିନ୍ତୁ ସବୁଠୁ ଖାସ୍ କଥା ହେଉଛି ସମସ୍ତ ୫ଜି ସ୍ମାର୍ଟଫୋନରେ ଜିଓ ୫ଜି ନେଟୱର୍କ ସପୋର୍ଟ କରୁନାହିଁ ।
ତେବେ ଆଜି ଆସନ୍ତୁ ଜାଣିବା କେଉଁ ସ୍ମାର୍ଟଫୋନ ଜିଓ ୫ଜିକୁ ସପୋର୍ଟ କରୁଛି ।
– ରିଏଲମି ୮ଏସ ୫ଜି
– ରିଅଲମି ଏକ୍ସ୭ ମ୍ୟାକ୍ସ ୫ଜି
– ରିଅଲମି ନାର୍ଜୋ ୩୦ ପ୍ରୋ ୫ଜି
– ରିଅଲମି ଏକ୍ସ୭ ୫ଜି
– ରିଅଲମି ଏକ୍ସ୭ ପ୍ରୋ ୫ଜି
– ରିଅଲମି ୮ ୫ଜି
– ରିଅଲମି ଏକ୍ସ୫୦ ପ୍ରୋ
– ରିଅଲମି ଜିଟି ୫ଜି
– ରିଅଲମି ଜିଟି ଏମଇ
– ରିଅଲମି ଜିଟି ଏନଇଓ୨
– ରିଅଲମି ୯ ୫ଜି
– ରିଅଲମି ୯ ପ୍ରୋ
– ରିଅଲମି ୯ ପ୍ରୋ ପ୍ଲସ
– ରିଅଲମି ନାର୍ଜୋ ୩୦ ୫ଜି
– ରିଅଲମି ୯ ଏସଇ
– ରିଅଲମି ଜିଟି୨
– ରିଅଲମି ଜିଟି ୨ ପ୍ରୋ
– ରିଅଲମି ଜିଟି ଏନଇଓ୩
– ରିଅଲମି ନାର୍ଜୋ ୫୦ ୫ଜି
– ରିଅଲମି ନାର୍ଜୋ ୫୦ ପ୍ରୋ
– ଏମଆଇ ୧୦
– ଏମଆଇ୧୦ଆଇ
– ଏମଆଇ ୧୦ଟି
– ଏମଆଇ ୧୦ଟି ପ୍ରୋ
– ଏମଆଇ ୧୧ ଅଲ୍ଟ୍ରା
– ଏମଆଇ ୧୧ ଏକ୍ସ ପ୍ରୋ
– ଏମଆଇ ୧୧ଏକ୍ସ
– ପୋକୋ ଏଫ୩ ଜିଟି
– ଏମଆଇ ୧୧ ଲାଇଟ ଏନଇ
– ରେଡମୀ ନୋଟ ୧୧ଟି ୫ଜି
– ଏମଆଇ ୧୧ଟି ପ୍ରୋ
– ଏମଆଇ ୧୧ଆଇ ହାଇପରଚାର୍ଜ
– ରେଡମୀ ନୋଟ ୧୦ଟି
– ରେଡମୀ ନୋଟ ୧୧ ପ୍ରୋ ପ୍ଲସ
– ପୋକୋ ଏମ୪ ୫ଜି
– ପୋକୋ ଏମ୪ ପ୍ରୋ ୫ଜି
– ଏମଆଇ ୧୨ ପ୍ରୋ
– ଏମଆଇ ୧୧ଆଇ
– ରେଡମୀ ୧୧ ପ୍ରାଇମ
– ପୋକୋ ଏଫ୪ ୫ଜି
– ପୋକୋ ଏକ୍ସ୪ ପ୍ରୋ
– ରେଡମୀ କେ୫୦ଆଇ
– ଓପୋ ରେନୋ ୫ଜି ପ୍ରୋ
– ଓପୋ ରେନୋ ୬
– ଓପୋ ରେନୋ ୬ ପ୍ରୋ
– ଓପୋ ଏଫ୧୯ ପ୍ରୋ ପ୍ଲସ
– ଓପୋ ଏ୫୩
– ଓପୋ ଏ୭୪
– ଓପୋ ରେନୋ ୭ ପ୍ରୋ ୫ଜି
– ଓପୋ ଏଫ୨୧ ପ୍ରୋ ୫ଜି
– ଓପୋ ରେନୋ ୭
– ଓପୋ ରେନୋ ୮
– ଓପୋ ରେନୋ ୮ ପ୍ରୋ
– ଓପୋ କେ୧୦ ୫ଜି
– ଓପୋ ଏଫ୨୧ଏସ ପ୍ରୋ ୫ଜି
– ଭିଭୋ ଏକ୍ସ୫୦ ପ୍ରୋ
– ଭିଭୋ ଭି୨୦ ପ୍ରୋ
– ଭିଭୋ ଏକ୍ସ୬୦ ପ୍ରୋ +
– ଭିଭୋ ଏକ୍ସ୬୦
– ଭିଭୋ ଏକ୍ସ୬୦ ପ୍ରୋ
– ଭିଭୋ ଭି୨୧ ୫ଜି
– ଭିଭୋ ଭି୨୧ଇ
– ଭିଭୋ ଏକ୍ସ୭୦ ପ୍ରୋ
– ଭିଭୋ ଏକ୍ସ୭୦ ପ୍ରୋ +
– ଭିଭୋ ୱାଇ୭୨ ୫ଜି
– ଭିଭୋ ଭି୨୩ ୫ଜି
– ଭିଭୋ ଭି୨୩ ପ୍ରୋ ୫ଜି
– ଭିଭୋ ଭି୨୩ଇ ୫ଜି
– ଭିଭୋ ଟି୧ ୫ଜି
– ଭିଭୋ ୱାଇ୭୫ ୫ଜି
– ଭିଭୋ ଟ୧ ପ୍ରୋ
– ଭିଭୋ ଏକ୍ସ୮୦
– ଭିଭୋ ଏକ୍ସ୮୦ ପ୍ରୋ
– ଭିଭୋ ଭି୨୫
– ଭିଭୋ ଭି୨୫ ପ୍ରୋ
– ଭିଭୋ ୱାଇ୫୫ ୫ଜି
– ଭିଭୋ ୱାଇ୫୫ଏସ ୫ଜି
– ସାମସଙ୍ଗ ଗାଲାକ୍ସି ଏ୫୩ ୫ଜି
– ସାମସଙ୍ଗ ଗାଲାକ୍ସି ଏ୩୩ ୫ଜି
– ସାମସଙ୍ଗ ଗାଲାକ୍ସି ଏ୨୧ ଏଫଇ
– ସାମସଙ୍ଗ ଗାଲାକ୍ସି ଏସ୨୨ ଅଲଟ୍ରା
– ସାମସଙ୍ଗ ଗାଲାକ୍ସି ଏମ୩୩
– ସାମସଙ୍ଗ ଗାଲାକ୍ସି ଜେଡ ଫ୍ଲିପ୍ ୪
– ସାମସଙ୍ଗ ଗାଲାକ୍ସି ଏସ୨୨
– ସାମସଙ୍ଗ ଗାଲାକ୍ସି ଏସ୨୨ +
– ସାମସଙ୍ଗ ଗାଲାକ୍ସି ଜେଡ ଫୋଲ୍ଡ ୪
– ସାମସଙ୍ଗ ଗାଲାକ୍ସି ନୋଟ୍ ୨୦ ଅଲ୍ଟ୍ରା
– ସାମସଙ୍ଗ ଗାଲାକ୍ସି ଏସ୨୧
– ସାମସଙ୍ଗ ଗାଲାକ୍ସି ଏସ୨୧ ପ୍ଲସ୍
– ସାମସଙ୍ଗ ଗାଲାକ୍ସି ଏସ୨୧ ଅଲଟ୍ରା
– ସାମସଙ୍ଗ ଗାଲାକ୍ସି ଜେଡ ଫୋଲ୍ଡ ୨
– ସାମସଙ୍ଗ ଗାଲାକ୍ସି ଏଫ୪୨
– ସାମସଙ୍ଗ ଗାଲାକ୍ସି ଏ୫୨ଏସ
– ସାମସଙ୍ଗ ଗାଲାକ୍ସି ଏମ୫୨
– ସାମସଙ୍ଗ ଗାଲାକ୍ସି ଜେଡ ଫ୍ଲିପ୍ ୩
– ସାମସଙ୍ଗ ଗାଲାକ୍ସି ଜେଡ ଫୋଲ୍ଡ ୩
– ସାମସଙ୍ଗ ଗାଲାକ୍ସି ଏ୨୨ ୫ଜି
– ସାମସଙ୍ଗ ଗାଲାକ୍ସି ଏସ୨୦ଏଫଇ ୫ଜି
– ସାମସଙ୍ଗ ଗାଲାକ୍ସି ଏମ୩୨ ୫ଜି
– ସାମସଙ୍ଗ ଗାଲାକ୍ସି ଏଫ୨୩
– ସାମସଙ୍ଗ ଗାଲାକ୍ସି ଏ୭୩
– ସାମସଙ୍ଗ ଗାଲାକ୍ସି ଏମ୪୨
– ସାମସଙ୍ଗ ଗାଲାକ୍ସି ଏମ୫୩
– ସାମସଙ୍ଗ ଗାଲାକ୍ସି ଏମ୧୩
– ୱନପ୍ଲସ ନୋର୍ଡ
– ୱନପ୍ଲସ ୯
– ୱନପ୍ଲସ ÷ ପ୍ରୋ
– ୱପପ୍ଲସ ନୋର୍ଡ ସିଇ
– ୱନପ୍ଲସ ନୋର୍ଡ ସିଇ ୨
– ୱପପ୍ଲସ ୧୦ ପ୍ରୋ ୫ଜି
– ୱନପ୍ଲସ ନୋର୍ଡ ସିଇ ଲାଇଟ ୨
– ୱନପ୍ଲସ ୧୦ଆର
– ୱନପ୍ଲସ ନୋର୍ଡ ୨ଟି
– ୱନପ୍ଲସ ୧୦ଟି
– ୱନପ୍ଲସ ୮
– ୱନପ୍ଲସ ୮ଟି
– ୱନପ୍ଲସ ୮ ପ୍ରୋ
– ୱନପ୍ଲସ ୯ଆରଟି
– ୱନପ୍ଲସ ନୋର୍ଡ ୨
– ୱନପ୍ଲସ ୯ଆର