ଇଣ୍ଡିଆରେ ଏଚଏମଡି ଗ୍ଳୋବାଲ ଲଞ୍ଚ କରିଛି ନୋକିଆ ୩.୧ା ଏହି ଫୋନରେ ଅନେକ ଭଲ ଭଲ ଫିଚର ରହିଛି । ଏହା ହେଉଛି ଏକ ବଜେଟ ସ୍ମାର୍ଟ ଫୋନ ଏବଂ ଏହାର ସବୁଠାରୁ ଭଲ ଫିଚର ହେଉଛି ଏହି ଫୋନରେ ଆଣ୍ଡ୍ରଏଡ ୱାନ ଦିଆଯାଇଛି । ଏହାର ରେଟିଓ ରହିଛି ୧୮:୯ । ୨ଜିବି ଭେରିଏଣ୍ଟ ଥିବା ନୋକିଆ ୩.୧ର ଦାମ ରହିଛି ୧୦,୪୯୯ । ନୋକିଆ ୩.୧ଫୋନର ବ୍ଳାକ, କପର ବ୍ଲୁ ଓ ହ୍ୱାଇଟ ଆଇରନ ଭଳି ତିନୋଟି କଲର ବଜାରରେ ଉପଲବ୍ଧ ହେବ । ଏହି ଫୋନ ୨୧ ଜୁଲାଇରୁ ପେଟିଏମ ମଲ ସହିତ ଅଫଲାଇନ ରିଟେଲର୍ସରେ ମିଳିବ ।
ନୋକିଆ ୩.୧ରେ ୫.୨ ଇଞ୍ଚର ଏଚଡି ଡିସ୍ପେ୍ଲ ସାଙ୍ଗକୁ ଗରିଲା ଗ୍ଲାସର ପ୍ରୋଟେସ୍କନ ରହିଛି । ଏହାର ମିଡିଆ ଟେକ ଓକ୍ଟାକ ପ୍ରୋସେସର ରହିଥିବା ବେଳେ ଦୁଇଟି ମେମୋରୀ ରହିଛି । ଗୋଟିଏ ମେମୋରୀ ୨ ଜିବି ରାମ ସହ ୧୬ ଜିବି ଇଣ୍ଟରନାଲ ମେମୋରୀ ଥିବା ବେଳେ ଅନ୍ୟଟିରେ ୩ଜିବି ରାମ ସହ ୩୨ ଜିବି ଇଣ୍ଟରନାଲ ମେମୋରୀ ରହିଛି । ମାଇକ୍ରୋ ଏସଡି କାର୍ଡ ମାଧ୍ୟମରେ ଏହାର ମେମୋରୀକୁ ୧୨୮ ଜିବି ପର୍ଯ୍ୟନ୍ତ ବଢାଯାଇପାରିବ । ଫଟୋଗ୍ରାଫି ପାଇଁ ନୋକିଆ ୩.୧ରେ ୧୩ ମେଗା ପିକ୍ସେଲର ରିୟଲ କ୍ୟାମେରା ଦିଆଯାଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024