ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ପଜିଟିଭ୍ କେସ ଯାହା ପାଇଁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢି ୧୪୦ରେ ପହଞ୍ଚିଛି।ମୃତ୍ୟୁ ପରେ କୋରୋନା ରୋଗୀଙ୍କ ଶବକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଉ ନଥିଲା କିନ୍ତୁ ବର୍ତ୍ତମାନ ସରକାର ତାଙ୍କ ନିୟମରେ ପରିବର୍ତ୍ତନ ଆଣିଥିବା କଥା ରାଜ୍ୟ ବିପର୍ଯୟ ସଚିବ ପିକେ ଜେନା ସୂଚନା ଦେଇଛନ୍ତି ଓ ଏହାକୁ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ନିଜ ଟ୍ୟୁଟରରେ ସେୟାର କରିଛନ୍ତି। କୋରୋନା ସଂକ୍ରମଣ ରୋକିବା ପାଇଁ ସରକାର କୋଭିଡ ମୃତକଙ୍କ ଶବକୁ ପରିବାର ଲୋକଙ୍କୁ ଦେଉନଥିଲେ କିନ୍ତୁ ହିନ୍ଦୁ ଧର୍ମର ବିଧି ବିଧାନକୁ ଆଖି ଆଗରେ ରଖି କୋଭିଡ ମୃତକଙ୍କ ଶବକୁ ସରକାରଙ୍କ ନିୟମାବଳୀ ସହିତ ବର୍ତ୍ତମାନ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏହା ସହିତ ଶବ ସତ୍କାର କରିବା ପାଇଁ ୭୫୦୦ ଟଙ୍କା ଦିଆଯିବ। ନିୟମ ଅନୁସାରେ ଘରଲୋକେ ସତର୍କତା ଅବଲମ୍ବନ କରି ସବ ସତ୍କାର କରିବେ ଓ ଶେଷରେ ମୃତକଙ୍କ ଚିତାଭସ୍ମ ଆଣିପାରିବେ।
JUST IN
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024