ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ବୃଦ୍ଧି ପାଇବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୮୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୭୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୩୯ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୧୮ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 78
8. Deogarh: 5
9. Dhenkanal: 6
10. Gajapati: 9
11. Jagatsinghpur: 13
12. Jajpur: 26
13. Jharsuguda: 13
14. Kalahandi: 12
15. Kandhamal: 7
16. Kendrapada: 13
17. Keonjhar: 10
18. Khurda: 218
19. Koraput: 3
20. Mayurbhanj: 29
21. Nawarangpur: 7
22. Nayagarh: 26— I & PR Department, Odisha (@IPR_Odisha) July 18, 2022
23. Nuapada: 1
24. Puri: 20
25. Rayagada: 6
26. Sambalpur: 57
27. Sonepur: 14
28. Sundargarh: 141
29. State Pool: 46New recoveries: 600
Cumulative tested: 32370840
Positive: 1299928
Recovered: 1284835
Active cases: 5911— I & PR Department, Odisha (@IPR_Odisha) July 18, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୬୦୦ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୯୯୯୨୮ ରହିଥିବା ବେଳେ ୫୯୧୧ ଜଣ ଚିକିତ୍ସିତ ହେଉଛନ୍ତି ।