ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ପର୍ବରେ ପଥରମାଡ । ଅଶାନ୍ତ ହେଲା କାଶ୍ମିର । ପୁଣି ମାତିଲେ କାଶ୍ମିରର ଅଶାନ୍ତ ଯୁବକ । ଆଜି ସାରାଦେଶ ଧୁମଧାମରେ ପାଳୁଛି ଇଦ-ଉଲ-ଜୁହା । ହେଲେ ଅଶାନ୍ତ କାଶ୍ମିରରେ ମାତିଛନ୍ତି କିଛି ଅସାମାଜିକ ଯୁବକ । ଅନନ୍ତନାଗ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ମାଡ କରିଛନ୍ତି କିଛି ଅସାମାଜିକ ତତ୍ୱ । ଶ୍ରୀନଗରରେ କାଶ୍ମିର ବିଛିନ୍ନଚ୍ଛାବାଦୀ ସମର୍ଥକ ଏପରି ପଥର ମାଡ କରିଥିବା ଜଣାପଡିଛି । ତେବେ ସୁରକ୍ଷାକର୍ମୀଙ୍କୁ କାଶ୍ମିର ବିଛିନ୍ନତାବାଦୀ ମାନଙ୍କୁ ଘଉଡେଇବା ଲାଗି ନାକେଦମ ହେବାକୁ ପଡିଛି । ସୁଚନାଯୋଗ୍ୟ ନମାଜ ପଢାସରିବା ପରେ ପୋଲିସ ଓ ବିଛିନ୍ନତା ବାଦୀ ଙ୍କ ମଧ୍ୟରେ ସଂଘର୍ସ ହୋଇଥିଲା । ତେବେ ଯୁବକ ମାନେ ପଥର ମାଡ ସାଙ୍ଗକୁ ଆଇଏସଆଇଏସ ଏବଂ ପାକିସ୍ତାନ ପତାକା ମଧ୍ୟ ଦେଖାଇଥିଲେ । ସେପଟେ କାଶ୍ମିର ଏବେ ରାଷ୍ଟ୍ରପତି ଶାସନ ଅଧିନ ରେ ରହିଥିବା ବେଳେ କାଶ୍ମିରର ନୁଆ ରାଜ୍ୟପାଳ ଭାବେ ସତପାଲ ମଲ୍ଲିକଙ୍କୁ ନିଯୁକ୍ତି ଦିଆଯାଇଛି । ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024