ଭୁବନେଶ୍ୱର (ଏଟିଆର ବୁରୋ) ; ଦାବୀ ନେଇ ଲୋୟର ପିଏଜିରେ ଆନ୍ଦୋଳନକୁ ଓହ୍ଲାଇବେ ଉଭୟ ପାଚିକା ଏବଂ ସହାୟିକା ସଂଘ । କାରଣ ୨୦୧୮ ଜାନୁୟାରୀରୁ ସରକାର ମାସିକ ୨୦୦୦ ଟଙ୍କା ଦେବାର ପ୍ରତିଶ୍ରୂତି ଦେଇଥିଲେ ମଧ୍ୟ ତାହା ବର୍ତ୍ତମାନ ସୁଦ୍ଧା ପୂରଣ କରିନାହାଁନ୍ତି । ପାଚିକାମାନେ ମାସିକ ମାତ୍ର ୧୪୦୦ ଟଙ୍କା ପାଉଥିବା କହିଛନ୍ତି । ସରକାର ବାକି ୬୦୦ ଟଙ୍କା ସମ୍ପର୍କରେ କୈାଣସି ଉଚାବାସ କରିନାହାଁନ୍ତି ।
ସରକାର କମ ଟଙ୍କାରେ ପାଚିକାମାନଙ୍କୁ ବହୁତ ପରିଶ୍ରମ କରାଉଥିବାର ଦେଖିବାକୁ ମିଳିଛି । ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ ବିଦ୍ୟାଳୟର ସମସ୍ତ କାମରେ ନିୟୋଜିତ କରାଉଛନ୍ତି । ମାତ୍ର ଉଚିତ ପାରିଶ୍ରମିକ ମିଳୁନାହିଁ । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏମାନଙ୍କ ପ୍ରତି ଦୃଷ୍ଟି ଦେଇନଥିବା ଅଭିଯୋଗ ଆଣିଛନ୍ତି ।
ସରକାରକଙ୍କୁ ଚେତେଇଦେବା ପାଇଁ ଚଳିତ ୨୨ ତାରିଖରେ ଏକ ବିଶାଳ ଆନ୍ଦୋଳନ ଏବଂ ପ୍ରତିବାଦ କରାଯିବ । ଏହି ପ୍ରତିବାଦରକୁ ଜୋରଦାର କରିବା ପାଇଁ ସାଥ ଦେବେ କେନ୍ଦ୍ରିୟ ଶ୍ରମିକ ସଂଗଠନ ।
ରିପୋର୍ଟ ; ଗୁଣନିଧି ବେହେରା
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024