ମୁମ୍ବାଇ ( ଏଟିଆର ବ୍ୟୁରୋ): ବଲିଉଡ ନାୟିକା ପ୍ରିୟଙ୍କା ଚୋପ୍ରା ନିଜ ପ୍ରଶଂସକଙ୍କୁ କିଛି ନିଆରା ପରାମର୍ଶ ଦେଇଛନ୍ତି । ନିକଟରେ ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମରେ ଆମେରିକାର ମାଗାଜିନ ଇନଷ୍ଟାଇଲର ଜୁଲାଇ ସସ୍କରଣ ପାଇଁ କରିଥିବା ଫଟୋସୁଟ ବେଳର ଏକ ଛୋଟ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ପ୍ରିୟଙ୍କା ପୁରା ଦେଶୀ ଅନ୍ଦାଜରେ ନଜର ଆସିଥିଲେ । ଏବଂ ପ୍ରଥମେ ନମସ୍ତେ କହିଥିଲେ ।
5 life lessons with yours truly 😂 (I'm so funny) haha
Check out a copy of @InStyle July 2019 on stands today pic.twitter.com/N8NfQyIUgd
— PRIYANKA (@priyankachopra) June 14, 2019
ଏବଂ ତାପରେ ଲେଖିଥିଲେ “ ହମେସା ଅପନା ସ୍କଟ କି ଅପେକ୍ଷା ବଡେ ବନୋ” ସେହଭଳି ଦ୍ୱିତୀୟ ଟିପସରେ “ ଛ ିପାନେ କେ ଲିୟେ କୁଛ ଭି ନହିଁ” ତୃତୀୟରେ ସାଡି ଥୋଡେ ହଲ୍ଲେବାଜି କରେ’’ ଏବଂ ଶେଷରେ ଲେଖିଥିଲେ “ମତ୍ ଭେଦ୍ ହେ ତୋ ଉସେ ଭୁଲଯାଏ” ପ୍ରିୟଙ୍କାଙ୍କ ଏହି ଟିପସକୁ ନେଇ ଶୋସାଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ସୂଚନାଯୋଗ୍ୟ ପ୍ରିୟଙ୍କା ଆଗାମୀ ନିନରେ ସୋନାଲି ବୋଷଙ୍କ ସିନେମା “ ଦ ସ୍କାୟ ଇଜ ପିଙ୍କ’’ ରେ ନଜର ଆସିବେ । ପ୍ରିୟଙ୍କା କେବଳ ବଲିଉଡ ନୁହେଁ ହଲିଉଡରେ ମଧ୍ୟ ତାଙ୍କ ଜଲୱା ଦେଖାଇ ସାରିଛନ୍ତି ।