ଭୁବନେଶ୍ୱର ( ଏଟିଆର ବ୍ୟୁରୋ) ଦେଶରେ ନୂଆ ଟ୍ରାଫିକ ଆଇନ ଲାଗୁ ହେବା ପରେ ଚାରିଆଡେ ଏବେ ଟ୍ରାଫିକ କଟକଣା କଡାକଡି ହୋଇଛି । ଟିକିଏ ଟ୍ରାଫିକ ନିୟମ ଉଲ୍ଲଘଂନ କଲେ ଗଣିବାକୁ ପଡିପାରେ ମୋଟା ଅଙ୍କର ଜରିମାନା । ଅନ୍ୟପଟେ ରାଜ୍ୟରେ କାଗଜ ପତ୍ର ଯାଞ୍ଚ କୁ ତିନିମାସ ପାଇଁ କୋହଳ କରାଯାଇଛି ।ଏହି ତିନିମାସ ମଧ୍ୟରେ ଗାଡିର ଲାଇସେନ୍ସ ସମେତ ସମସ୍ତ କାଗଜପତ୍ର ଠିକ କରିବା ଆଞ୍ଚଳିକ ପରିବହନ ପକ୍ଷରୁ ନିର୍ଦେଶ ରହିଛି । ଏବେ ଏହି ଅବସରରେ ଲାଇସେନ୍ସ ପାଇଁ ସବୁ ଆରଟିଓ ଅଫିସରେ ଖଚାଖୁ ଭିଡ ଦେଖିବାକୁ ମିଳୁଛି । ଅନେକ କ୍ଷେତ୍ରରେ ମଧ୍ୟ ଲର୍ଣ୍ଣି ଟେଷ୍ଟରେ ମଧ୍ୟ ଅନେକ ଲୋକ ବିଫଳ ହେଉଛନ୍ତି । ଯାହା ଫଳରେ ସେମାନେ ଲାଇସେନ୍ସ ପାଇବାରୁ ବଞ୍ଚିତ ହେଉଛନ୍ତି । ତେବେ ଆସନ୍ତୁ ଜାଣିବା କିଛି ଟ୍ରାଫିକ ନିୟମ ବିଷୟରେ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024