ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୪ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୦ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 19th Oct
New Positive Cases: 59
Of which 0-18 years: 10
In quarantine: 35
Local contacts: 24(Details of local contacts will be shared by concerned District)
1. Bargarh: 1
2. Balangir: 4
3. Cuttack: 10
4. Deogarh: 1
5. Jagatsinghpur: 4
6. Jajpur: 3— I & PR Department, Odisha (@IPR_Odisha) October 20, 2022
7. Khurda: 5
8. Koraput: 5
9. Mayurbhanj: 1
10. Nawarangpur: 1
11. Nuapada: 1
12. Puri: 6
13. Sambalpur: 6
14. Sonepur: 1
15. Sundargarh: 9
16. State Pool: 1New recoveries: 85
Cumulative tested: 33751974
Positive: 1335694
Recovered: 1325958
Active cases: 481— I & PR Department, Odisha (@IPR_Odisha) October 20, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୮୫ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୫୬୯୪ ରହିଥିବା ବେଳେ ୪୮୧ ଜଣ ଚିକିତ୍ସିତ ହେଉଛନ୍ତି ।