ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ପ୍ରକୋପ ଥମିବାର ନାଁ ଧରୁନି । ହୁ ହୁ ହୋଇ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ରାଜ୍ୟରେ ସର୍ବାଧିକ ୨୨୫ ଟି ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୯ ଜଣ ସ୍ଥାନୀୟ ଅଞ୍ଚଳର । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
COVID-19 REPORT FOR 12th JUNE
New positive cases: 225
In quarantine: 196
Local contacts: 29(Details of local contacts will be shared by concerned Districts Administration)
District Wise Cases
1. Jagatsinghpur: 13
2. Khordha: 19
3. Nayagarh: 7
4. Cuttack: 92
5. Dhenkanal: 7— I & PR Department, Odisha (@IPR_Odisha) June 13, 2020
ଆଜି ଚିହ୍ନଟ ହୋଇଥିବା ନୂତନ ୨୨୫ ଟି ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁରରୁ ୧୩ ଜଣ, ଖୋର୍ଦ୍ଧାରୁ ୧୯ ଜଣ, ନୟାଗଡରୁ ୭ ଜଣ, କଟକରୁ ୯୨ ଜଣ, ଢେଙ୍କାନାଳରୁ ୭ ଜଣ, ବାଲେଶ୍ୱରରୁ ୨ ଜଣ, ଅନୁଗୁଳରୁ ଜଣେ, ଭଦ୍ରକରୁ ୫ ଜଣ, କଳାହାଣ୍ଡିରୁ ୩ ଜଣ, କନ୍ଧମାଳରୁ ୧୫ ଜଣ, ଗଞ୍ଜାମରୁ ୨୦ ଜଣ, ସୁନ୍ଦରଗଡରୁ ଜଣେ, ପୁରୀରୁ ୧୫ ଜଣ, ବଲାଙ୍ଗିରରୁ ୧୨ ଜଣ, କେନ୍ଦ୍ରପଡା ୪ ଜଣ, ମୟୂରଭଞ୍ଜରୁ ୯ ଜଣ ରହିଛନ୍ତି ।
6. Balasore: 2
7. Angul: 1
8. Bhadrak: 5
9. Kalahandi: 3
10. Kandhamal: 15
11. Ganjam: 20
12. Sundargarh: 1
13. Puri:15
14. Bolangir: 12
15. Kendrapada: 4
16. Mayurbhanj: 9New recoveries: 120
Cumulative tested: 196456
Positive: 3723
Recovered: 2474
Active cases: 1236— I & PR Department, Odisha (@IPR_Odisha) June 13, 2020