ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଗୋଟେ ପରେ ଗୋଟେ ମୁଣ୍ଡ ନେଉଛି କରୋନା । ଆଜି ପୁଣି ରାଜ୍ୟରେ କରୋନାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୨ ରେ ପହଁଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Regret to inform that 4 Covid positive patients passed away while under treatment in hospital.
1. Male of 70 years of Ganjam district who was also suffering from Diabetes.
2. Male of 48 years of Cuttack district who was also suffering from Chronic Liver Disease and Diabetes.
— H & FW Dept Odisha (@HFWOdisha) July 7, 2020
କରୋନାରେ ଆଜି ଯେଉଁ ୪ ଜଣଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରୁ କଟକ ଜିଲ୍ଲାର ଜଣେ ୮୦ ବର୍ଷିୟ ବୃଦ୍ଧ ଯିଏକି କର୍କଟ ରୋଗରେ ପୀଡିତ ଥିଲେ ଏବଂ ଅନ୍ୟ ଜଣେ ୪୮ ବର୍ଷିୟ ବ୍ୟକ୍ତି ସେ ପୂର୍ବରୁ ମଧୁମେହ ସମେତ ଅନ୍ୟରୋଗରେ ପୀଡିତ ଥିଲେ । ସେହିପରି ମୟୂରଭଞ୍ଜ ଜିଲ୍ଲାର୪୫ ବର୍ଷିୟ ବ୍ୟକ୍ତି ରହିଛନ୍ତି ତାଙ୍କର ପୂର୍ବରୁ କର୍କଟ ରୋଗ ଥିଲା । ଏବଂ ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷିୟ ବ୍ୟକ୍ତି ସେ ପୂର୍ବରୁ ମଧୁମେହ ରୋଗ ଥିଲା ।
Regret to report the demise of two Covid positive patients from cancer.
1. Male of 80 years of Cuttack district from Prostate Cancer with metastasis.
2. Male of 45 years of Mayurbhanj district from Cancer of Esophagus.
— H & FW Dept Odisha (@HFWOdisha) July 7, 2020