ଜାମ୍ମୁକାଶ୍ମୀର (ଏଟିଆର ବ୍ୟୁରୋ): ଭାରତର ଚାରିପଟେ ଶତ୍ରୁ ଲାଗି ରହିଥିବା ସହ ବାହ୍ୟ ଶତ୍ରୃ ମଧ୍ୟ ଆକ୍ରମଣ କରିଥାନ୍ତି । ତେବେ ଆତଙ୍କବାଦୀମାନେ ସବୁବେଳେ ଜାମ୍ମୁକାଶ୍ମୀରରେ ଉପରେ ନିଜର ଖରାପ ଦୃଷ୍ଟି ରଖିବା ସହ ଏହା ଉପରେ ମଧ୍ୟ ଆକ୍ରମଣ କରିଥାନ୍ତି । ତେବେ ଗତକାଲି ଜାମ୍ମୁକାଶ୍ମୀର ବାରାମୁଲ୍ଲାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଖବର ସାମ୍ନାକୁ ଆସିଛି । ଆତଙ୍କବାଦୀମାନେ ବାରାମୁଲ୍ଲା ଜିଲ୍ଲାର କେରି ଅଞ୍ଚଳରେ ଉଜଚୠ ଏବଂ ପୋଲିସର ମିଳିତ ଟିମ ଉପରେ ଅତର୍କିତ ଆକ୍ରମଣ କରିଥିବା ଜଣାପଡିଛି ।
ତେବେ ଆତଙ୍କବାଦୀଙ୍କର ଅଚାନକ ଆକ୍ରମଣ ଫଳରେ ପୋଲିସର ଜଣେ ଏସପିଓ ଅଧିକାରୀ ଏବଂ ଦୁଇ ଜଣ ସିଆରପିଏଫ ଯବାନ ସହୀଦ ହୋଇଥିବା ସୂଚନା ମିଳିଛି । ଏନେଇ ଜାମ୍ମୁକାଶ୍ମୀର ପୋଲିସ୍ ଇନ୍ସପେକ୍ଟର ଜେନେରାଲ୍ ବିଜୟ କୁମାର ସୂଚନା ଦେଇଛନ୍ତି । ଅନ୍ୟପଟେ ଆତଙ୍କବାଦୀଙ୍କ ଅଚାନକ ଆକ୍ରମଣକୁ ସେନା ପକ୍ଷରୁ ତୁରନ୍ତ ଜବାବ ଦିଆଯିବା ସହ ଆତଙ୍କବାଦୀଙ୍କ ଧରିବା ପାଇଁ ଉକ୍ତ ଅଞ୍ଚଳକୁ ସେନା ପକ୍ଷରୁ ସିଲ କରି ଦିଆଯାଇଛି ।
JUST IN
-
ଜୁନ୍ ପ୍ରଥମ ସପ୍ତାହରୁ ଆରମ୍ଭ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା | 29 May 2024
-
ଏଣିକି ଭୁବନେଶ୍ୱରରୁ ସିଧା ମାଲେସିଆ ବିମାନ ଯାତ୍ରା | 29 May 2024
-
ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା | 29 May 2024
-
ହିଟ୍ ୱେଭ ପାଇଁ ଆଜି ରାଜ୍ୟର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ | 29 May 2024
-
ଶେଷ ପର୍ଯ୍ୟାୟ ନିର୍ବାଚନ, ଆଜି ଓଡିଶାର ୩ ଟି ସ୍ଥାନରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି | 29 May 2024
-
ଆଗାମୀ ୪ ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମୀ ବାୟୁ | 28 May 2024
-
ରାଜ୍ୟରେ ଆଜିଠୁ ପୁଣି ବଢିବ ତାପମାତ୍ରା | 28 May 2024
-
ମାଟ୍ରିକ ରେଜଲ୍ଟ ରିଚେକିଂ ପାଇଁ ଏହି ତାରିଖରୁ କରିପାରିବେ ଆବେଦନ | 26 May 2024
-
ମାଟ୍ରିକ ରେଜଲ୍ଟ ପ୍ରକାଶ | 26 May 2024
-
ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ | 23 May 2024
-
ଭୁବନେଶ୍ୱରରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ | 22 May 2024
-
ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନୃସିଂହ ଦେବଙ୍କ ଜନ୍ମ ବିଧି | 22 May 2024