ମୁମ୍ବାଇ(ଏଟିଆର ବ୍ୟୁରୋ): ଗାୟକ ଏସ.ପ ବାଳସୁବମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ତା ଏବେ ଗମ୍ଭିର । ସେ ଅଗଷ୍ଟ ୫ତାରିଖରେ କରୋନା ସଂକ୍ରମିତ ହୋଇଥିବା ନିଜ ଫେସବୁକ୍ ପେଜରେ ଭିଡିଓ ସେୟାର କରି ସୂଚନା ଦେଇଥିଲେ।
ହିନ୍ଦୀ, ଲେଲୁଗୁ ଓ ତାମିଲ ଫିଲ୍ମରେ ଗୀତ ଗାଇ ସମସ୍ତଙ୍କ ମନକୁ ମନ୍ତ୍ରମୁଗ୍ଧ କରିଥିବା ପ୍ରସିଦ୍ଧ କଣ୍ଠଶିଳ୍ପୀ । ଏମଜିଏମ୍ ହେଲଥ କେୟାରରେ ଥିବା କୋଭିଡ-୧୯ ଡିପାର୍ଟମେଣ୍ଟରେ ବାଳସୁବ୍ରମଣ୍ୟମକଙ୍କୁ ଚିକିତ୍ସା କରାହେଉଥିଲା ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟଧିକ ଖରାପ ହେବାରୁ ଓ ତାଙ୍କ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଉୁପୁଜିବାରୁ ତାଙ୍କୁ ଭେଣ୍ଟିଲେଟର ଏବଂ ଏକ୍ସଟ୍ରାକୋପେରିୟାଲ୍ ମେମ୍ବେନ୍ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଛି । ଡାକ୍ତରଙ୍କ କହିବା ଅନୁଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ତାରେ ସୁଧାର ଆଣିବା ପାଇଁ ସେ ଚେଷ୍ଟା ଚଳାଉଛନ୍ତି । ଭେଣ୍ଟିଲେଟରରେ ଇସିଏମଓର ବ୍ୟବହାର କରାଯାଇଛି ଯାହା ଦ୍ୱାରା ତାଙ୍କ ଶରୀରକୁ ଆରାମ ମିଳିବ ଓ ସେ ଖୁବ ଶିଘ୍ର ଠିକ ହୋଇପାରିବେ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024