ମୁମ୍ବାଇ(ଏଟିଆର ବ୍ୟୁରୋ): ଗାୟକ ଏସ.ପ ବାଳସୁବମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ତା ଏବେ ଗମ୍ଭିର । ସେ ଅଗଷ୍ଟ ୫ତାରିଖରେ କରୋନା ସଂକ୍ରମିତ ହୋଇଥିବା ନିଜ ଫେସବୁକ୍ ପେଜରେ ଭିଡିଓ ସେୟାର କରି ସୂଚନା ଦେଇଥିଲେ।
ହିନ୍ଦୀ, ଲେଲୁଗୁ ଓ ତାମିଲ ଫିଲ୍ମରେ ଗୀତ ଗାଇ ସମସ୍ତଙ୍କ ମନକୁ ମନ୍ତ୍ରମୁଗ୍ଧ କରିଥିବା ପ୍ରସିଦ୍ଧ କଣ୍ଠଶିଳ୍ପୀ । ଏମଜିଏମ୍ ହେଲଥ କେୟାରରେ ଥିବା କୋଭିଡ-୧୯ ଡିପାର୍ଟମେଣ୍ଟରେ ବାଳସୁବ୍ରମଣ୍ୟମକଙ୍କୁ ଚିକିତ୍ସା କରାହେଉଥିଲା ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟଧିକ ଖରାପ ହେବାରୁ ଓ ତାଙ୍କ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଉୁପୁଜିବାରୁ ତାଙ୍କୁ ଭେଣ୍ଟିଲେଟର ଏବଂ ଏକ୍ସଟ୍ରାକୋପେରିୟାଲ୍ ମେମ୍ବେନ୍ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଛି । ଡାକ୍ତରଙ୍କ କହିବା ଅନୁଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ତାରେ ସୁଧାର ଆଣିବା ପାଇଁ ସେ ଚେଷ୍ଟା ଚଳାଉଛନ୍ତି । ଭେଣ୍ଟିଲେଟରରେ ଇସିଏମଓର ବ୍ୟବହାର କରାଯାଇଛି ଯାହା ଦ୍ୱାରା ତାଙ୍କ ଶରୀରକୁ ଆରାମ ମିଳିବ ଓ ସେ ଖୁବ ଶିଘ୍ର ଠିକ ହୋଇପାରିବେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024