ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଭୟଙ୍କର ରୂପ ନେବାରେ ଲାଗିଛି ମହାମାରୀ କରୋନା । ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯେତେ ପ୍ରୟାସ କଲେ ମଧ୍ୟ ତାହାର କୌଣସି ଫରକ ପଡୁନାହିଁ । ବରଂ ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଆଜି ରାଜ୍ୟରେ ଦିନକ ମଧ୍ୟରେ ମହାମାରୀ ରେକର୍ଡ ଭାଙ୍ଗିଛି । ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩୬୮୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ୯୪୬୬୮ରେ ପହଞ୍ଚିଛି ।
Covid-19 Report For 27th August
New Positives Cases: 3682
In quarantine: 2241
Local contacts: 1441(Details of local contacts will be shared by concerned District Administration)
District Wise Cases
1. Angul: 56
2. Balasore: 87
3. Bargarh: 152
4. Bhadrak: 51
5. Balangir: 68— I & PR Department, Odisha (@IPR_Odisha) August 28, 2020
ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଅନ୍ୟପେଟ ଚିହ୍ନଟ ହୋଇଥିବା ଆକ୍ରନ୍ତଙ୍କ ମଧ୍ୟରୁ ୨୨୪୧ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୪୪୧ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି । ରାଜ୍ୟରେ କରୋନା ମହାମାରୀର କେନ୍ଦ୍ର ସ୍ଥଳି ରାଜଧାନୀ ଭୁବନେଶ୍ୱର ପାଲଟିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ଏହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ତେବେ ଆଜି ଖୋର୍ଦ୍ଧାରୁ ୭୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୯୫ଜଣ ରାୟଗଡାରୁ ଚିହ୍ନଟ ହୋଇଛନ୍ତି ।
Covid-19 Report For 27th August
New Positives Cases: 3682
In quarantine: 2241
Local contacts: 1441(Details of local contacts will be shared by concerned District Administration)
District Wise Cases
1. Angul: 56
2. Balasore: 87
3. Bargarh: 152
4. Bhadrak: 51
5. Balangir: 68— I & PR Department, Odisha (@IPR_Odisha) August 28, 2020
ଏହାପରେ କଟକରୁ ୩୬୯ଜଣ ଆକ୍ରାନ୍ତ ଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରୁ ୨୭୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ବର୍ତ୍ତମାନ ୨୮୮୩୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬୫୩୨୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୬୧୨୦୯୭ଟି ସାମ୍ପୁଲ ଟେଷ୍ଟ୍ ହୋଇଥିବା ଜଣାପଡିଛି ।
Covid-19 Report For 27th August
New Positives Cases: 3682
In quarantine: 2241
Local contacts: 1441(Details of local contacts will be shared by concerned District Administration)
District Wise Cases
1. Angul: 56
2. Balasore: 87
3. Bargarh: 152
4. Bhadrak: 51
5. Balangir: 68— I & PR Department, Odisha (@IPR_Odisha) August 28, 2020
6. Boudh: 14
7. Cuttack: 369
8. Deogarh: 12
9. Dhenkanal: 61
10. Gajapati: 48
11. Ganjam: 174
12. Jagatsinghpur: 44
13. Jajpur: 88
14. Jharsuguda: 43
15. Kalahandi: 41
16. Kandhamal: 36
17. Kendrapada: 44
18. Keonjhar: 59
19. Khurda: 775
20. Koraput: 140
21. Malkangiri: 86— I & PR Department, Odisha (@IPR_Odisha) August 28, 2020