ନୂଆଦିଲ୍ଳୀ (ଏଟିଆର ବ୍ୟୁରୋ): ଆସନ୍ତାକାଲି ଠାରୁ ସଂସଦର ମୌସୁମୀ ଆରମ୍ଭ ହେବ । ଏଥିରେ ପ୍ରଥମ ଥର ପାଇଁ ନ୍ୟାଶନାଲ କନଫରେନସ ଦଳର ସଭାପତି ସାଂସଦ ଫାରୁକ ଅବଦୁଲ୍ଲା ସାମ୍ମିଲ ହେବେ । ଜମ୍ମୁ- କାଶ୍ମୀରରୁ ଧାରା ୩୭୦ ଉଚ୍ଚେଦ ହେବା ପରେ ଠାରୁ ଫାରୁକ ଅବଦୁଲ୍ଲାଙ୍କୁ ଗୃହବନ୍ଦୀ ରୂପେ ରଖାଯାଇଥିଲା । ତେବେ ତାଙ୍କୁ ଗୃହବନ୍ଦୀରୁ ମୁକ୍ତି ସେବା ପରେ ପ୍ରଥମଥର ପାଇଁ ସେ ସାଂସଦରେ ଉପସ୍ଥିତ ହେବ ।
ତେବେ ପାରୁଖ ସଂସଦରେ ସାମିଲ ହେବେ ବୋଲି କହିଛନ୍ତି। ପ୍ରଶ୍ନ ପଚାରିବା ପାଇଁ କିଛି କଟକଣା ରଖାଯାଇ ନାହିଁ। ଅବଶ୍ୟ ସେମାନଙ୍କୁ ନିତିଦିଦ ଚାରି ଘଂଟା ବସିବାକୁ ହେବ। ଏ ସବୁ ସତ୍ବେ ପାରୁଖ ବିଭିନ୍ନ ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି।
ଗତବର୍ଷ ଅନୁଚ୍ଛେଦ-୩୭୦ ହଟିବା ପରେ ବହୁ ବିରୋଧୀ ନେତା ଦାବି କରିଥିଲେ ଯେ ସଂସଦ ଅଧିବେଶନରେ ଉପସ୍ଥିତି ହେବା ନେଇ ପାରୁଖଙ୍କୁ ଅନୁମତି ଦିଆଯାଉ। କରୋନା କାଳରେ ବହୁ ପରିବର୍ତନ ସହ ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ସେପ୍ଟେମ୍ବର ୧୪ରୁ ଅକ୍ଟୋବର ପର୍ୟ୍ୟନ୍ତ ଚାଲିବ। ଏହା ପୂର୍ବରୁ ହୋଇଥିବା ସଂସଦ ଅଧିବେଶନକୁ ମାର୍ଚ ୨୫ରେ ଶେଷ ହୋଇଥିଲା। ତେବେ ଏଥର ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ। ସବୁ ସାଂସଦଙ୍କ କରୋନା ଟେଷ୍ଟ କରାଯିବ। ଏହା ସହ ସାଂସଦଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ପାଳନ କରାଯିବ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024