ନୂଆଦିଲ୍ଳୀ (ଏଟିଆର ବ୍ୟୁରୋ): ଆସନ୍ତାକାଲି ଠାରୁ ସଂସଦର ମୌସୁମୀ ଆରମ୍ଭ ହେବ । ଏଥିରେ ପ୍ରଥମ ଥର ପାଇଁ ନ୍ୟାଶନାଲ କନଫରେନସ ଦଳର ସଭାପତି ସାଂସଦ ଫାରୁକ ଅବଦୁଲ୍ଲା ସାମ୍ମିଲ ହେବେ । ଜମ୍ମୁ- କାଶ୍ମୀରରୁ ଧାରା ୩୭୦ ଉଚ୍ଚେଦ ହେବା ପରେ ଠାରୁ ଫାରୁକ ଅବଦୁଲ୍ଲାଙ୍କୁ ଗୃହବନ୍ଦୀ ରୂପେ ରଖାଯାଇଥିଲା । ତେବେ ତାଙ୍କୁ ଗୃହବନ୍ଦୀରୁ ମୁକ୍ତି ସେବା ପରେ ପ୍ରଥମଥର ପାଇଁ ସେ ସାଂସଦରେ ଉପସ୍ଥିତ ହେବ ।
ତେବେ ପାରୁଖ ସଂସଦରେ ସାମିଲ ହେବେ ବୋଲି କହିଛନ୍ତି। ପ୍ରଶ୍ନ ପଚାରିବା ପାଇଁ କିଛି କଟକଣା ରଖାଯାଇ ନାହିଁ। ଅବଶ୍ୟ ସେମାନଙ୍କୁ ନିତିଦିଦ ଚାରି ଘଂଟା ବସିବାକୁ ହେବ। ଏ ସବୁ ସତ୍ବେ ପାରୁଖ ବିଭିନ୍ନ ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି।
ଗତବର୍ଷ ଅନୁଚ୍ଛେଦ-୩୭୦ ହଟିବା ପରେ ବହୁ ବିରୋଧୀ ନେତା ଦାବି କରିଥିଲେ ଯେ ସଂସଦ ଅଧିବେଶନରେ ଉପସ୍ଥିତି ହେବା ନେଇ ପାରୁଖଙ୍କୁ ଅନୁମତି ଦିଆଯାଉ। କରୋନା କାଳରେ ବହୁ ପରିବର୍ତନ ସହ ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ସେପ୍ଟେମ୍ବର ୧୪ରୁ ଅକ୍ଟୋବର ପର୍ୟ୍ୟନ୍ତ ଚାଲିବ। ଏହା ପୂର୍ବରୁ ହୋଇଥିବା ସଂସଦ ଅଧିବେଶନକୁ ମାର୍ଚ ୨୫ରେ ଶେଷ ହୋଇଥିଲା। ତେବେ ଏଥର ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ। ସବୁ ସାଂସଦଙ୍କ କରୋନା ଟେଷ୍ଟ କରାଯିବ। ଏହା ସହ ସାଂସଦଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ପାଳନ କରାଯିବ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024