ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ ହୋଇଛି । ଯୋଗାଯୋଗ ବିଭାଗର ଅତିରିକ୍ତ ଡିଜିପି ହେଲେ ଅରୁଣ କୁମାର ରାୟ । ସେହିପରି ପୋଲିସ ମୁଖ୍ୟାଳୟର ଅତିରିକ୍ତ ଡିଜିପି ହେଲେ ଲଳିତ ଦାସ, ଆଇନଶୃଙ୍ଖଳା ଏଡିଜି ହେଲେ ଯଶବନ୍ତ ଜେଠୱା, କ୍ରାଇମବ୍ରାଞ୍ଚ ରେକର୍ଡ଼ସ ବ୍ୟୁରୋ ନିର୍ଦ୍ଦେଶକ ହେଲେ ବିନୟତୋଷ ମିଶ୍ର ।
ଏହାସହ ସଞ୍ଜୟ କୁମାର ସିଂହ ହେଲେ ଆଧୁନିକୀକରଣ ଆଇଜି, ରେଖା ଲୋହାନୀ ହେଲେ ଅତିରିକ୍ତ ପୋଲିସ କମିଶନର, ରିତୁ ଆରୋରା ହେଲେ ଗୃହ ବିଭାଗର ଓଏସଡ଼ି, ରାଜେଶ କୁମାର ହେଲେ ଫୋରେନସିକ ଲାବୋରେଟୋରିର ଆଇଜି , ଢ଼େଙ୍କାନାଳ ଏସପି ଅନୁପମା ଜେଏମସିଙ୍କୁ ଏସପି ଭିଜିଲାନ୍ସ ଦାୟିତ୍ୱ ଦିଆଯାଇଛି ।
ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ
Tags #AtrNews #Odisha