ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ମହିଳାଙ୍କ ସ୍ୱପ୍ନ ଥାଏ ବିବାହ । ସେହି ବିବାହକୁ ନେଇ ଅନେକ ପ୍ରଶ୍ନ ମହିଳାମାନଙ୍କ ମନରେ ଆସିଥାଏ । ଏବଂ ମହିଳାମାନେ ତାଙ୍କ ପତୀଙ୍କ ଠାରୁ କିଛି ଆଶା ମଧ୍ୟ ରଖିଥାନ୍ତି । ତେବେ ଆସନ୍ତୁ ଜାଣିବା ବିବାହ ପରେ ମହିଳାମାନେ ତାଙ୍କ ପତୀଙ୍କଠାରୁ କ’ଣ ଆଶା ରଖିଥାନ୍ତି ।
– ପ୍ରତ୍ୟେକ ମହିଳାଙ୍କ ଇଛା ଥାଏ କି ବିବାହ ପରେ ତାଙ୍କୁ ଯେପରି ସମସ୍ତ ସ୍ୱାଧୀନତା ମିଳୁ ।
– ମହିଳାମାନଙ୍କ ସହିତ ତାଙ୍କ ପତୀ ଯେପରି ଘରର ଅଧା ଦାୟିତ୍ୱ ନିଅନ୍ତୁ ।
– ମହିଳାମାନେ ବିଲକୁଲ୍ ବିବାହ ପରେ ତାଙ୍କ ସରନେମ ବଦଳେଇବାକୁ ଚାହାନ୍ତି ନାହିଁ । କାରଣ ସେମାନେ ତାଙ୍କ ନିଜସ୍ୱ ନାଁ ଅନୁସାରେ ଜୀବନ କାଟିବାକୁ ଚାହାନ୍ତି ।
– ପୁରୁଷମାନେ ଯେଭଳି ତାଙ୍କ ମା-ବାପାଙ୍କୁ ସମ୍ମାନ ଦିଅନ୍ତି । ଠିକ୍ ସେହିଭଳି ଶାଶୁ-ଶ୍ୱଶୁରଙ୍କୁ ସମ୍ମା ଦିଅନ୍ତୁ ବୋଲି ମହିଳାମାଙ୍କ ଇଛା ଥାଏ ।
– ମହିଳାମାନଙ୍କର ଇଛା ଥାଏ ଯେ ତାଙ୍କ ପତୀ ଯେପରି ତାଙ୍କୁ ସମସ୍ତ ସ୍ଥାନକୁ ବୁଲାଇବା ପାଇଁ ନିଅନ୍ତୁ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024