ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ପୁଣି କମାଲ ଦେଖାଇଲେ ଓଡିଆ ଝିଅ । ସେମିଫାଇନାଲରେ ପହଞ୍ଚିଲେ ଦୂତି ଚାନ୍ଦ । ଇଣ୍ଡୋନୋସିଆର ଜାକର୍ତାରେ ଚାଲିଥିବା ଏସିୟ କ୍ରୀଡାର ୨୦୦ ମିଟର ଦୌଡ ବର୍ଗରେ ଦୂତି ଚାନ୍ଦ ଚମତ୍କାର ପଦର୍ଶନ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ପୁର୍ବରୁ ୧୦୦ ମିଟର ଦୌଡରେ ଓଡିଆ ଝିଅ ଦୂତି ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିସାରିଛନ୍ତି । ତେବେ ୨୦୦ ମିଟର ଦୌଡରେ ଦୂତି ସେମିଫାଇନାଲରେ ପହଞ୍ଚି ଭାରତ ପାଇଁ ଆଉ ଏକ ପଦକର ଆଶା ଉଜ୍ଜୀବିତ କରିଛନ୍ତି ।
ସେପଟେ ଖେଳାଯାଇଥିବା ୨୦୦ ମିଟର କ୍ୱାଲିଫାୟାର ରାଉଣ୍ଡରେ ଦୂତି ଚତୁର୍ଥ ହିଟରେ ୭ ଜଣ ବିଦେଶୀ ଖେଳାଳୀଙ୍କୁ ପଛରେ ପକାଇଦେଇଛନ୍ତି । ତେବେ ଦୂତିଙ୍କୁ ଦୁଇଶହ ମିଟର ଦୁରତାକୁ ପୂରଣ କରିବା ପାଇଁ ୨୩.୩୭ ସେକେଣ୍ଡ ସମୟ ନେଇଥିଲେ । ଅନ୍ୟପଟେ ଦୂତିଙ୍କ ଦମଦାର ପଦର୍ଶନ ପାଇଁ ତାଙ୍କୁ ସାରା ରାଜ୍ୟ ତଥା ଦେଶରୁ ଶୁଭେଚ୍ଛାର ବାର୍ତ୍ତା ପହଞ୍ଚୁଛି । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତିଙ୍କ ସଫଳତା ପାଇଁ ୧.୫ କୋଟି ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024