ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସିବିଏସଇ ବୋର୍ଡ ଦଶମ ଶ୍ରେଣୀ ପରୀକ୍ଷାଫଳ ଆଜି ପ୍ରକାଶ ପାଇବ । ଦିନ ୧୨ଟାରେ ଫଳାଫଳ ଘୋଷଣା ହେବ ବୋଲି ସିବିଏସଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
cbseresults.nic.in ଓ cbse.gov.inରୁ ଛାତ୍ରଛାତ୍ରୀମାନେ ସେମାନେଙ୍କର ପରୀକ୍ଷା ଫଳ ଜାଣି ପାରିବେ ।
କରୋନା ସଂକ୍ରମଣ ଯୋଗୁଁ ପରୀକ୍ଷା ବାତିଲ କରାଯାଇଥିଲା କିନ୍ତୁ ବିକଳ୍ପ ମୂଲ୍ୟାୟନ ଆଧାରରେ ଫଳାଫଳ ପ୍ରକାଶ ପାଇବ ।