ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୫୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୯୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୬୪୨ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୩୪୨ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 85
8. Deogarh: 37
9. Dhenkanal: 11
10. Gajapati: 44
11. Ganjam: 55
12. Jagatsinghpur: 35
13. Jajpur: 50
14. Jharsuguda: 23
15. Kalahandi: 35
16. Kandhamal: 20
17. Kendrapada: 38
18. Keonjhar: 53
19. Khurda: 223
20. Koraput: 72
21. Malkangiri: 1
22. Mayurbhanj: 53— I & PR Department, Odisha (@IPR_Odisha) February 12, 2022
23. Nawarangpur: 32
24. Nayagarh: 36
25. Nuapada: 26
26. Puri: 33
27. Rayagada: 75
28. Sambalpur: 65
29. Sonepur: 17
30. Sundargarh: 124
31. State Pool: 52New recoveries: 2483
Cumulative tested: 28355937
Positive: 1276114
Recovered: 1253914
Active cases: 13285— I & PR Department, Odisha (@IPR_Odisha) February 12, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୨୪୮୩ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୭୬୧୧୪ ରହିଥିବା ବେଳେ ୧୩୨୮୫ ଜଣ ଚିକିତ୍ସିତ ହେଉଛନ୍ତି ।