ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୪୬ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୮୩ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 20
8. Deogarh: 4
9. Dhenkanal: 1
10. Gajapati: 29
11. Ganjam: 5
12. Jagatsinghpur: 8
13. Jajpur: 20
14. Jharsuguda: 13
15. Kalahandi: 5
16. Kandhamal: 3
17. Kendrapada: 16
18. Keonjhar: 2
19. Khurda: 32
20. Koraput: 9
21. Malkangiri: 2
22. Mayurbhanj: 14— I & PR Department, Odisha (@IPR_Odisha) February 23, 2022
23. Nawarangpur: 3
24. Nayagarh: 9
25. Nuapada: 5
26. Puri: 3
27. Rayagada: 14
28. Sambalpur: 24
29. Sonepur: 3
30. Sundargarh: 39
31. State Pool: 7New recoveries: 968
Cumulative tested: 28991043
Positive: 1283639
Recovered: 1270221
Active cases: 4320— I & PR Department, Odisha (@IPR_Odisha) February 23, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୯୬୮ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮୩୬୩୯ ରହିଥିବା ବେଳେ ୪୩୨୦ ଜଣ ଚିକିତ୍ସିତ ହେଉଛନ୍ତି ।