ଈୁବନେଶ୍ୱର (ଏଟିଆର ବ୍ୟୁରୋ): ପଞ୍ଚାୟତ ନିର୍ବାଚନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ସବୁ ସ୍ଥାନରେ ମତଦାନ ବାଧାପ୍ରାପ୍ତ ହୋଇଥିଲା ସେହିସବୁ ସ୍ଥାନରେ ଆଜି ପୁଣି ଥରେ ମତଦାନ କରାଯାଉଛି । ଆଜି ସାନି ୪୯ ଟି ସ୍ଥାନରେ ହେଉଛି ରିପୋଲିଂ ।
ଆଜି ୧୦ ଟି ଜିଲ୍ଲାର ୧୮ଟି ବ୍ଲକରେ ଚାଲିଛି ସାନି ଭୋଟିଂ ବ୍ୟବସ୍ଥା ।
ଅନ୍ୟପଟେ ତୃତୀୟ ପର୍ଯ୍ୟାୟରେ ହୋଇଥିବା ବିଭ୍ରଟ ପାଇଁ ଆସନ୍ତା ୨୫ ତାରିଖରେ ସାନି ଭୋଟିଂ ହେବ ବୋଲି ସୂଚନା ରହିଛି ।