୭୦ ପ୍ରତିଶତ ସିଲାବସକୁ ନେଇ ଅଫଲାଇନ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ:ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର (ଏଟିଆର ବ୍ୟୁରୋ):ମାଟ୍ରିକ ପରୀକ୍ଷା ଫଳାଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛତ୍ରୀଙ୍କ ପାଇଁ ପୁର୍ନବାର ଅଫଲାଇନ ପରୀକ୍ଷା କରିବା ବ୍ୟବସ୍ଥା କରିଛି ବିଏସଇ ବୋର୍ଡ । ସେହିଅନୁଯାୟୀ ଚଳିତ ଜୁଲାଇ ୩୦ ରେ ଆରମ୍ଭ ହେବ ...