କ୍ରେଡିଟ୍ କାର୍ଡ଼ ଲଞ୍ଚ୍ କଲା Paytm, ମିଳିବ କ୍ୟାସବ୍ୟାକ୍ ATRNEWS BUREAU 19 Oct 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ଚୀନ କମ୍ବାନୀ ଅଲିବାବା ବେକଡ ଚବଚ୍ଚଗ୍ଧଜ୍ଞ ଭାରତରେ କ୍ରେଡିଟ୍ କାର୍ଡ଼ ଲଞ୍ଚ କରିଛି। କମ୍ପାନୀ କହିଛି ଯେ ଏହି କ୍ରେଡିଟ୍ କାର୍ଡ଼ ସହ ସବୁଥର କିଣାରେ କ୍ୟାଶବ୍ୟାକ୍ ଅଫର ... Read More »
BUSINESS INDIA ୨୫୦୦-୩୦୦୦ ଟଙ୍କାରେ 5G ସ୍ମାର୍ଟ ଫୋନ ଦେବ ରିଲାନ୍ସ ଜିଓ ATRNEWS BUREAU 19 Oct 2020 ମୁମ୍ବାଇ(ଏଟିଆର ବ୍ୟୁରୋ): ଭାରତରେ ବର୍ତ୍ତମାନର ୪ଏ ଫୋନ୍ ୫୦୦୦ ରୁ କମ୍ ମୂଲ୍ୟରେ ଉପଲବ୍ଧ ହେଉନାହିଁ । କିନ୍ତୁ ରିଲାଏନ୍ସ ଜିଓ ୫୦୦୦ ଟଙ୍କା ତଳେ ୫ଏ ସ୍ମାର୍ଟଫୋନ୍ ବିକ୍ରି କରିବାକୁ ଯୋଜନା କରିଛି। ... Read More »
BUSINESS INDIA ପେଟିଏମରେ କ୍ରେଡିଟ କାର୍ଡରୁ ଟଙ୍କା ଆଡ୍ କରିବା ଉପରେ ଲାଗିବ ଚାର୍ଜ ATRNEWS BUREAU 18 Oct 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡିଜିଟାଲ ପେମେଣ୍ଟ ସେବା ପ୍ରଦାନ କରୁଥିବା କମ୍ପାନୀ ପେଟିଏମ ଏବେ କ୍ରେଡିଟ କାର୍ଡରୁ ୱାଲେଟକୁ ଟଙ୍କା ଆଡ୍ କରିବା ଉପରେ ଦୁଇ ପ୍ରତିଶତ ଅତିରିକ୍ତ ଶୁଳ୍କ ନେବ । ଏହାପୂର୍ବରୁ ... Read More »
BUSINESS INDIA ଏଣିକି ଏଟିଏମରୁ ୫ ହଜାରରୁ ଅଧିକ ଟଙ୍କା ଉଠାଣ ଉପରେ ଲାଗିପାରେ ଅତିରିକ୍ତ ଶୁଳ୍କ ATRNEWS BUREAU 18 Oct 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଗାମୀ ଦିନରେ ଏଟିଏମରୁ ୫ ହଜାରରୁ ଅଧିକ ଟଙ୍କା ଉଠାଣ ଉପରେ ଦେବାକୁ ପଡିପାରେ ଅତିରିକ୍ତ ଶୁଳ୍କ । ମାଗଣା ୫ଟି ଟ୍ରାଞ୍ଜାକ୍ସନରେ ଏହା ସାମିଲ ହେବ ନାହିଁ । ... Read More »
BUSINESS INDIA ଭାରତରେ ଲଞ୍ଜ ହେଲା ଆମେରିକୀୟ କମ୍ପାନୀ ଅଭିତା ଲିବର୍ ଭି୧୪ ଲାପଟପ୍ ATRNEWS BUREAU 17 Oct 2020 ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତୀୟ ବଜାରରେ ମା’ଦୁର୍ଗା ପୂଜା ଉତ୍ସବକୁ ଦୃଷ୍ଟିରେ ରଖି ଆମେରିକୀୟ କମ୍ପାନୀ ଅଭିତା ଏହାର ନୂତନ ଲାପଟପ୍ ଅଭିତା ଲିବର୍ ଭି୧୪ ଲଞ୍ଚ କରିଛି । ଅଭିତା ଲିବର୍ ଭି୧୪ ଲାପଟପ୍ ... Read More »
BUSINESS INDIA ଫ୍ଲିପକାର୍ଟ, ଆମାଜନ କମ୍ପାନୀକୁ ସରକାରଙ୍କ ନୋଟିସ ATRNEWS BUREAU 17 Oct 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାର୍ବଣ ଋତୁରେ ଫ୍ଲିପକାର୍ଟ, ଆମାଜନ ସହିତ ସମସ୍ତ ଇ-କମର୍ସ କମ୍ପାନୀ ଗୁଡିକୁ ସରକାରଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । କମ୍ପାନୀ ଗୁଡିକ ସାମଗ୍ରୀର ସଠିକ୍ ସୂଚନା ନଦେବା ଅଭିଯୋଗରେ ... Read More »
BUSINESS INDIA ଆଜିଠୁ ଆରମ୍ଭ ହେଲା ସାମସଙ୍ଗ ଗାଲାକ୍ସି ଏଫ୪୧ ର ବିକ୍ରି, ଜାଣନ୍ତୁ କେତେ ରହିଛି ଦାମ୍ ATRNEWS BUREAU 16 Oct 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାମସଙ୍ଗ ତାର ଗାଲାକ୍ସି ଏଫ୪୧ ସ୍ମାର୍ଟଫୋନକୁ ଭାରତୀୟ ବଜାରରେ ବିକ୍ରିି ପାଇଁ ଉପଲବ୍ଧ କରି ଦଇଛି । ଏହି ଫୋନ ରେ ଟ୍ରିପଲ ରିୟର କ୍ୟାମେରା ଦିଆଯାଇଛି, ଯେଉଁଥିରେ ୬୪ ... Read More »
BUSINESS INDIA ଟେଲିଭିଜନ୍ ସେଟ୍ ଏବଂ ଟାୟାର ପରେ ବର୍ତ୍ତମାନ ସରକାର ଲଗାଇଲେ ଏୟାର କଣ୍ଡିସନର ଆମଦାନୀ ଉପରେ ପ୍ରତିବନ୍ଧକ ATRNEWS BUREAU 16 Oct 2020 ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କେନ୍ଦ୍ର ସରକାର ଗୁରୁବାର ଦିନ ରେଫ୍ରିଜରେଣ୍ଟ ସହିତ ଏୟାର କଣ୍ଡିସନର (ଏସି) ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏଥିପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଅଣ-ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନୀ ହ୍ରାସ କରିବା ଏବଂ ... Read More »
BUSINESS INDIA ନୂଆ ଗାଡ଼ି ବିକ୍ରି ବଢ଼ିବାରୁ , ବଢିଛି ମୋଟର ଯାନ ରାଜସ୍ୱ ଆୟ ATRNEWS BUREAU 16 Oct 2020 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏହି ବର୍ଷ ସବୁ କ୍ଷେତ୍ରରେ ପରିବର୍ତ୍ତନ ହୋଇଛି । ସେ ଶିକ୍ଷା କ୍ଷେତେରରେ ହଉ କିମ୍ବା ଅଟୋମୋବାଇଲ କ୍ଷେତ୍ରରେ । ତେଣୁ ଚଳିତ ବର୍ଷ ସେପ୍ଟେମ୍ବରରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ... Read More »
BUSINESS INDIA ଲଞ୍ଚ ହେଲା ଆଇଫୋନ ୧୨ ସିରିଜ୍ ATRNEWS BUREAU 14 Oct 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆପଲ ତାର ଆଇଫୋନ ୧୨ ସିରିଜ୍ କୁ ଲଞ୍ଚ କରି ଦେଇଛି । ଏହି ସିରିଜ୍ ଅନୁଯାୟୀ ୪ ଟି ଆଇଫୋନ ଲଞ୍ଚ କରାଯାଇଛି । ଯେଉଁଥିରେ ଆଇଫୋନ ୧୨ ... Read More »