ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତୀୟ ବଜାରରେ ମା’ଦୁର୍ଗା ପୂଜା ଉତ୍ସବକୁ ଦୃଷ୍ଟିରେ ରଖି ଆମେରିକୀୟ କମ୍ପାନୀ ଅଭିତା ଏହାର ନୂତନ ଲାପଟପ୍ ଅଭିତା ଲିବର୍ ଭି୧୪ ଲଞ୍ଚ କରିଛି । ଅଭିତା ଲିବର୍ ଭି୧୪ ଲାପଟପ୍ ଇଣ୍ଟେଲ କୋର ଆଇ୭ ଦଶମ ସଞ୍ଚାଳକ ମିଳିବ ଏବଂ ଏଥିରେ ୧୬ ଜିବି ରାମ ଅଛି । ଏହି ଲାପଟପ୍ ଆଣ୍ଟି-ଗ୍ଲେର୍ ସପୋର୍ଟ ସହିତ ୧୪-ଇଞ୍ଚ ଫୁଲ୍ ଏଚଡି ଆଇପିଏସ୍ ଡିସପ୍ଲେ ସହିତ ଲଞ୍ଚ କରାଯାଇଛିା ଅଭିତା ଲିବର୍ ଭି୧୪ ଲାପଟପର ମୂଲ୍ୟ ଭାରତରେ ୬୨,୯୯୦ ଟଙ୍କା ରହିଛି । ଏହା ଫ୍ଲିପକାର୍ଟରୁ ବିକ୍ରି ହେଉଛି । ଲାପଟପ୍ ସହିତ ଏସବିଆଇର କାର୍ଡରେ ୧୦ ପ୍ରତିଶତ ପର୍ୟ୍ୟନ୍ତ ରିହାତି ଉପଲବ୍ଧ ।
ଅଭିତା ଲିବର୍ ଭି୧୪ ଲାପଟପ୍ ର ଫିଚର :
ଅଭିତା ଲିବର୍ ଭି୧୪ ଲାପଟପ୍ ରେ ୱିଣ୍ଡୋଜ୍ ୧୦ ହୋମ୍ ଅଛି । ଏଥିରେ ୧୪ ଇଞ୍ଚିର ଫୁଲ ଏଚଡି ଡିସ୍ପେ୍ଲ ରହିଛି ଯାହାର ରିଜୋଲ୍ୟୁସନ ହେଉଛି ୧୯୨୦ ଇଣ୍ଟୁ ୧୦୮୦ । ଡିସ୍ପେ୍ଲ ସହିତ ଏଲ୍ ଇ ଡି ବ୍ୟାକଲାଇଟ କପୋର୍ଟ ରହିଛି । ଏଥିରେ ୧୬ ଜିବି ଡିଡିଆର ୪ ଓ ର୍ୟାମ ସହିତ ଇଣ୍ଟେଲ କୋର ଆଇ ୭ ଦଶମ ଜେନେରେସନର ପ୍ରୋସେସର ରହିଛି । ଲ୍ୟାପଟପରେ ୧ ଟିବିର ଏସ୍ ଏସ୍ ଡି ଷ୍ଟୋରେଜ ଓ ଇଣ୍ଟେଲ ର ୟୁ ଏଚ ଡିର ଗ୍ରାଫିକ୍ସ କାର୍ଡ ରହିଛି । ଏଥିଲେ କେ ମେଗା ପିକ୍ସେଲର ୱେବ କ୍ୟାମ ଅଛି । ବ୍ୟାଟେରୀ ଜୀବନ ସମ୍ବନ୍ଧରେ ୧୦ ଘଣ୍ଟା ବ୍ୟାକଅପ୍ କରିବାର ଦାବି ଅଛି । ଏଥିରେ ୪୮୩୦ଏମ୍ ଏ ଏଚ୍ ବ୍ୟାଟେରୀ ଅଛି । ଏଥିରେ ଏକ ବ୍ୟାକ୍ ଲାଇଟ୍ କୀବୋର୍ଡ୍ ମଧ୍ୟ ଅଛି । ମାଇକ୍ରୋଫୋନ୍ ସହିତ ଡୁଆଲ୍ ସ୍ପିକର ବ୍ୟତୀତ ଏଥିରେ ୱାଇ-ଫାଇ, ବ୍ଲୁଟୁଥ୍ ଭି୪.୨ ଅଛି । ଲାପଟପ୍ ର ଓଜନ ୧.୨୫ କିଲୋଗ୍ରାମ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024