ରିଲିଆନ୍ସ ଜିଓରେ ଆଉ ଏକ ବଡ ନିବେଶ, ୫୬୮୩ କୋଟିରେ ସେୟାର କିଣିଲା ଏହି କମ୍ପାନୀ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରିଲିଆନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟଫର୍ମରେ ନିବେଶ କରୁଥିବା ବିଦେଶ ନିବେଶକଙ୍କ ତାଲିକା ଲମ୍ବା ହେବାରେ ଲାଗିଛି । ରବିବାର କମ୍ପାନୀକୁ ସପ୍ତମ ସପ୍ତାହରେ ଅଷ୍ଟମ ବଡ କମ୍ପାନୀ ଆବୁଧାବି ଇଂଭେଷ୍ଟମେଣ୍ଟ ...