ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସର ପ୍ରକୋପ ବୃଦ୍ଧ ମଧ୍ୟରେ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରକୁ ସମ୍ବୋନ୍ଧିତ କରିଛନ୍ତି । ମୋଦି ତାଙ୍କ ଭାଷଣରେ ଲୋକଙ୍କୁ ଅନେକ ପ୍ରକାରର ସମାଧନ ବିଷୟରେ କିହିବା ସହିତ ପ୍ରତ୍ୟେକ ଭାରତବାସୀ ସଜାଗ ଏବଂ ସତର୍କତ୍ତା ରହିବା ନିହାତି ଜରୁରୀ ବୋଲି ସେ ଅପିଲ କରିଛନ୍ତି ।
ମୋଦି କହିଛନ୍ତି, ମୋତେ ଆପଣଙ୍କର ଆଗାମୀ କିଛି ସପ୍ତାହ ଆବଶ୍ୟକ । ମୁଁ ଆପଣଙ୍କ ସମୟ ମାଗୁଛି । ବିଜ୍ଞାନ ଏପର୍ଯ୍ୟନ୍ତ କୌଣସି ଔଷଧ ବା ଟିକା ତିଆରି କରି ପାରିନାହିଁ । ସେଥିପାଇଁ ଜନତା କର୍ଫ୍ୟୁ ପାଇଁ ଅପିଲ୍ କରୁଛି । ୨୨ ମାର୍ଚ୍ଚ ରବିବାର ସକାଳ ୭ ଟାରୁ ରାତି ୯ଟା ପର୍ଯ୍ୟନ୍ତ ସମସ୍ତ ଦେଶବାସୀଙ୍କୁ ଜନତା କର୍ଫ୍ୟୁ ପାଳନ କରିବେ ।
ମୋଦିଙ୍କର ଏହି ଅପିଲ ରେ ବଲିଉଡ ଷ୍ଟାର ଅକ୍ଷୟ କୁମାର, ଅଜୟ ଦେବଗନ ଏବଂ ଶାବନା ଆଜମୀଙ୍କ ସମେତ ଅନେକ ଷ୍ଟାର୍ସ ମାନେ ଏଥିରେ ସମର୍ଥନ ଜଣାଇଛନ୍ତି ।
ଅକ୍ଷୟ କୁମାର ଟ୍ୱିଟ୍ କରି କହିଛନ୍ତି କି, ଜନତା କର୍ଫ୍ୟୁ ପାଳନ କରନ୍ତୁ ଏବଂ ଦୁନିଆକୁ ଦେଖାନ୍ତୁ ଆମେ ଏଥିରେ ଏକାସଙ୍ଗରେ ଅଛୁ
An excellent initiative by PM @narendramodi ji…this Sunday, March 22 from 7 am to 9 pm let’s all join in the #JantaCurfew and show the world we are together in this. #SocialDistancing
— Akshay Kumar (@akshaykumar) March 19, 2020
ବଲିଉଡ ସିଙ୍ଘମ ମାନେ ଅଜୟ ଦେବଗନ ମୋଦିଙ୍କ ଏହି ନିଷ୍ପତିରେ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ।
Fellow Indians, Namaskar 🙏 A short while ago, Our PM Saab, Modiji, requested all of us to show resolve & restraint in the face of COVID-19. Please also adhere to the Janta Curfew on 22nd March by staying home. Stay Safe 🙏@PMOIndia @narendramodi #JantaCurfew
— Ajay Devgn (@ajaydevgn) March 19, 2020
ସେହିପରି ଅନ୍ୟ ଷ୍ଟାର୍ସମାନେ ଟିଟ୍ ଯୋଗେ ସେମାନଙ୍କ ସମର୍ଥ ଜଣାଇଛନ୍ତି ।
A very important announcement made by respected @narendramodi ji with self isolation we must practice self discipline. #jantacurfew Be Positive and responsible Jai Hind 🙏 pic.twitter.com/VeQyZaGcBh
— SHILPA SHETTY KUNDRA (@TheShilpaShetty) March 19, 2020
I will take part in the #jantacurfew on March 22 nd and at 5 in the evening will show my support to our selfless heroes fighting this virus. This is a time to be one and practise #SocialDistancing. Let’s follow our prime ministers appeal. #BeSafe https://t.co/V9jAqfT7a2
— Varun Dhawan (@Varun_dvn) March 19, 2020
“कठिन समय में समझदार आदमी रास्ता खोजता है और कायर बहाना।”
बहुत बहुत धन्यवाद प्रधानमंत्री @narendramodi जी! आपके निर्णात्मक विचारो और फ़ैसलों के लिए। ऐसी आपदा के समय में ना केवल देश को बल्कि पूरे विश्व को आप जैसे नेता की सख़्त ज़रूरत है। हम सब मिलकर अपना कर्तव्य निभाएँगे।🙏🇮🇳— Anupam Kher (@AnupamPKher) March 19, 2020