ମୁମ୍ବାଇ (ଏଟିଆର ବ୍ୟୁରୋ): ଶେଷରେ ହାତକୁ ଦୁଇହାତ ହୋଇଛନ୍ତି ଦୀପଭୀର୍ ମାନେ ଦୀପିକା ପାଦୁକୋନ୍ ଏବଂ ରଣବୀର ସିଂ । ଗତକାଲି ଇଟାଲୀର ଲେକ୍ କେମୋଠାରେ କୋଙ୍କଣୀ ରୀତି ନୀତିରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କିନ୍ତୁ ଏପର୍ଯ୍ୟ ବାହାଘରର ଫଟୋ ସୋସିଆଲ ମିଡିଆରେ ସେୟାର ହୋଇନାହିଁ । ଯାହାକୁ ଦେଖିବା ପାଇଁ ତାଙ୍କ ଫ୍ୟାନ୍ସମାନେ ଆଗ୍ରହର ସହିତ ଅନେଇ ବସିଛନ୍ତି ।
ଦୀପଭୀର୍ ଙ୍କ ବାହାଘରରେ ବଲିଉଡର ଅନେକ କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Such a stunning gorgeous and beautiful couple!!!! Nazar utar lo! @deepikapadukone and @RanveerOfficial !! Badhai ho !!! Love you both!!! Here’s to a lifetime of love and joy!❤️❤️❤️❤️❤️
— Karan Johar (@karanjohar) November 14, 2018
Huge congratulations @deepikapadukone and @RanveerOfficial !! Here’s to the blissful ever after of every step you walk together… ??♥️??
— Nimrat Kaur (@NimratOfficial) November 14, 2018
Congratulations Deepika Padukone @deepikapadukone and Ranveer Singh @RanveerOfficial on tying the knot. May God bless both of you with a long and happy married life. #DeepikaWedsRanveer #DeepVeer
— URVASHI RAUTELA (@UrvashiRautela) November 14, 2018
@deepikapadukone and @RanveerOfficial CONGRATULATIONS!!!!! Good wishes and prayers for a life together filled with love luck and happiness…….and lots of babies!!!
— Ronit Bose Roy (@RonitBoseRoy) November 14, 2018
ଖୁବରମୁତାବକ, ଆଜି ଦୁହିଁଙ୍କର ସିନ୍ଧି ରୀତି ନୀତିରେ ବାହାଘର ହେବ । ଦୁହେଁ ତାଙ୍କ ବାହାଘରରେ ମୋବାଇଲ ଫୋନ୍ ଏବଂ କ୍ୟାମେରା ନିଷେଧ କରିବା ସହ ଟାଇଟ୍ ସିକ୍ୟୁରିଟି ଯୋଗୁଁ ବାହାଘରର କୌଣସି ଫଟୋ ସାମ୍ନାକୁ ଆସିପାରି ନାହିଁ । ତାଙ୍କ ବାହାଘରରେ ଯୋଗ ଦେବା ପାଇଁ ଦୁହେଁ ମାତ୍ର ୪୦ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ । ବିବାହ ସମ୍ପନ୍ନ ହେବା ପରେ ମୁମ୍ବାଇରେ ଗ୍ରାଣ୍ଡ ରିସେପସନ୍ର ଆୟୋଜନ ରହିଛି ।