ନୂଆଦିଲ୍ଲୀ (ଏଟିଆର): ବଲିଉଡ ଅଭିନେତ୍ରୀ କଙ୍ଗନା ରଣାବତ ପ୍ରତେକ ଦିନ ତାଙ୍କ ବୟାନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏବେ ପୁଣି ସେ ଆଉ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି କି ମୁଁ ମୋ ମୁଣ୍ଡ କଟାଇ ପାରେ କିନ୍ତୁ ନୁଆଁଇ ପାରିବିନି । ସେ ଆହୁରି ମଧ୍ୟ କହିଛନ୍ତି କି ନିଜ ସିଦ୍ଧାନ୍ତ ରେ କେବେ ବି ସାଲିସ କରିପାରିବିନି ।
मैं एक क्षत्राणी हूं। सर कटा सकती हूं, लेकिन सर झुका सकती नहीं! राष्ट्र के सम्मान के लिए हमेशा आवाज़ बुलंद करती रहूंगी। मान, सम्मान, स्वाभिमान के साथ जी हूं और गर्व से राष्ट्रवादी बनकर जीती रहूंगी! सिद्धांत के साथ नहीं कभी समझौता की हूं नहीं कभी करूंगी! जय हिंद ।
— Kangana Ranaut (@KanganaTeam) September 17, 2020
ପ୍ରକୃତରେ ଜୟା ବଚନଂକ ଉପରେ କରିଥିବା ପାଲଟାବାର ପରେ କଙ୍ଗନାଙ୍କର ବି ଖୁବ ଆଲୋଚନା ହେଉଥିଲା । ଯାହାକୁ ନେଇ କଙ୍ଗନା ଏଭଳି ରିଆକ୍ସନ ଦେଇଛନ୍ତି । ଏହାସହିତ କଙ୍ଗନାଙ୍କ ଏହି ଟୁଇଟ ଖୁବ ଭାଇରଲ ମଧ୍ୟ ହେଉଛି ।