ମୁମ୍ବାଇ (ଏଟିଆର ବ୍ୟୁରୋ): କଙ୍ଗନା ବନାମ ମହାରାଷ୍ଟ୍ର ସରକାର ଜୋର ଧରିଥିବା ବେଳେ କଙ୍ଗନାଙ୍କର ମୁମ୍ବାଇ ସ୍ଥିତ କାର୍ଯ୍ୟଳୟ ମଣିକର୍ଣ୍ଣିକା ଉପରେ ବୁଲଡୋଜର ଚଢାଇଛି ବିଏମସି । ପୂର୍ବରୁ କଙ୍ଗନା ନଥିବା ସମୟରେ ତାଙ୍କ ଅଫିସ ଉପରେ ଅଚାନକ ଚଢାଉ କରିଥିଲା । ବିଏମସି ଏହା ପରେ ବିଏମସି ପକ୍ଷରୁ ଅବୈଧ ନିର୍ମାଣ ନୋଟିସ ମଧ୍ୟ ଜାରି କରିଥିଲେ । ଯାହାପରେ କଙ୍ଗନା ଟ୍ୱିଟ କରି ତାଙ୍କ ଶତ୍ରୁ ପୁଣିଥରେ ପ୍ରମାଣ କରିଛନ୍ତି ସେ କଣ । ସେଥିପାଇଁ ସେ ମୁମ୍ବାଇକୁ ପିଓକେ ସହ ତୁଳନା କରିଥିଲେ ବୋଲି କହିଛନ୍ତି ।
ଏହାସହ କଙ୍ଗନା କହିଛନ୍ତି, ଏହାସହ କଙ୍ଗନା ନିଜ ଅଫିସକୁ ରାମ ମନ୍ଦିର ସହ ତୁଳନା କରି କହିଛନ୍ତି ତାଙ୍କ ଅଫିସ ତାଙ୍କ ପାଇଁ କେବଳ ଏକ କୋଠା ନଥିଲା ବରଂ ମନ୍ଦିର ଥିଲା । ଆଜି ସେହି ମନ୍ଦିରକୁ ବାବର ଆସିଛି । ଇତିହାସ ପୁଣି ନିଜକୁ ଦୋହରାଇଛି । ରାମ ମନ୍ଦିର ପୁଣି ଭଂଗାଯିବ । କିନ୍ତୁ ଏହି ରାମ ମନ୍ଦିର ପୁଣି ତିଆରି ହେବ ବୋଲି ସେ ଟ୍ୱିଟ କରିଛନ୍ତି । ଆଉ ଏକ ଟ୍ୱିଟରେ ସେ ବିଏମସି ତାଙ୍କ ଅଫିସ ଭଙ୍ଗାରୁଜା କରୁଥିବା ଫଟୋ ସେୟାର କରିଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024