ମୁମ୍ବାଇ (ଏଟିଆର ବ୍ୟୁରୋ): କଙ୍ଗନା ବନାମ ମହାରାଷ୍ଟ୍ର ସରକାର ଜୋର ଧରିଥିବା ବେଳେ କଙ୍ଗନାଙ୍କର ମୁମ୍ବାଇ ସ୍ଥିତ କାର୍ଯ୍ୟଳୟ ମଣିକର୍ଣ୍ଣିକା ଉପରେ ବୁଲଡୋଜର ଚଢାଇଛି ବିଏମସି । ପୂର୍ବରୁ କଙ୍ଗନା ନଥିବା ସମୟରେ ତାଙ୍କ ଅଫିସ ଉପରେ ଅଚାନକ ଚଢାଉ କରିଥିଲା । ବିଏମସି ଏହା ପରେ ବିଏମସି ପକ୍ଷରୁ ଅବୈଧ ନିର୍ମାଣ ନୋଟିସ ମଧ୍ୟ ଜାରି କରିଥିଲେ । ଯାହାପରେ କଙ୍ଗନା ଟ୍ୱିଟ କରି ତାଙ୍କ ଶତ୍ରୁ ପୁଣିଥରେ ପ୍ରମାଣ କରିଛନ୍ତି ସେ କଣ । ସେଥିପାଇଁ ସେ ମୁମ୍ବାଇକୁ ପିଓକେ ସହ ତୁଳନା କରିଥିଲେ ବୋଲି କହିଛନ୍ତି ।
ଏହାସହ କଙ୍ଗନା କହିଛନ୍ତି, ଏହାସହ କଙ୍ଗନା ନିଜ ଅଫିସକୁ ରାମ ମନ୍ଦିର ସହ ତୁଳନା କରି କହିଛନ୍ତି ତାଙ୍କ ଅଫିସ ତାଙ୍କ ପାଇଁ କେବଳ ଏକ କୋଠା ନଥିଲା ବରଂ ମନ୍ଦିର ଥିଲା । ଆଜି ସେହି ମନ୍ଦିରକୁ ବାବର ଆସିଛି । ଇତିହାସ ପୁଣି ନିଜକୁ ଦୋହରାଇଛି । ରାମ ମନ୍ଦିର ପୁଣି ଭଂଗାଯିବ । କିନ୍ତୁ ଏହି ରାମ ମନ୍ଦିର ପୁଣି ତିଆରି ହେବ ବୋଲି ସେ ଟ୍ୱିଟ କରିଛନ୍ତି । ଆଉ ଏକ ଟ୍ୱିଟରେ ସେ ବିଏମସି ତାଙ୍କ ଅଫିସ ଭଙ୍ଗାରୁଜା କରୁଥିବା ଫଟୋ ସେୟାର କରିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024