ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ବୃଦ୍ଧି ପାଇବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୭୯୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୬୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୩୧ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୩୪ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Deogarh: 9
8. Dhenkanal: 3
9. Gajapati: 5
10. Jagatsinghpur: 1
11. Jajpur: 19
12. Jharsuguda: 19
13. Kalahandi: 37
14. Kandhamal: 18
15. Kendrapada: 5
16. Keonjhar: 13
17. Khurda: 113
18. Koraput: 4
19. Mayurbhanj: 67
20. Nawarangpur: 20
21. Nayagarh: 17
22. Nuapada: 11— I & PR Department, Odisha (@IPR_Odisha) August 1, 2022
23. Puri: 1
24. Rayagada: 11
25. Sambalpur: 66
26. Sonepur: 23
27. Sundargarh: 176
28. State Pool: 27New recoveries: 672
Cumulative tested: 32662438
Positive: 1313942
Recovered: 1298016
Active cases: 6732— I & PR Department, Odisha (@IPR_Odisha) August 1, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୬୭୨ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୩୯୪୨ ରହିଥିବା ବେଳେ ୬୭୩୨ ଜଣ ଚିକିତ୍ସିତ ହେଉଛନ୍ତି ।