ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ପ୍ରତ୍ୟେକ ଦିନ କରୋନର ନୂତନ ମାମଲା ସାମ୍ନାକୁ ଆସୁଥିବା ବେଳେ ଏବେ ୧୦ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୦୪୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୮୮୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୫୨୬ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 30th April
New Positive Cases: 10413
In quarantine: 5887
Local contacts: 4526(Details of local contacts will be shared by concerned Dist Administration)
District Wise Cases:
1. Angul: 392
2. Balasore: 124
3. Bargarh: 511
4. Bhadrak: 201— I & PR Department, Odisha (@IPR_Odisha) May 1, 2021
5. Balangir: 160
6. Boudh: 87
7. Cuttack: 828
8. Deogarh: 103
9. Dhenkanal: 42
10. Gajapati: 156
11. Ganjam: 232
12. Jagatsinghpur: 241
13. Jajpur: 332
14. Jharsuguda: 442
15. Kalahandi: 376
16. Kandhamal: 55
17. Kendrapada: 77
18. Keonjhar: 126
19. Khurda: 1796
20. Koraput: 68— I & PR Department, Odisha (@IPR_Odisha) May 1, 2021
New recoveries: 5014
Cumulative tested: 10134118
Positive: 454607
Recovered: 385414
Active cases: 67086— I & PR Department, Odisha (@IPR_Odisha) May 1, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୫୦୧୪ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫୪୬୦୭ ରହିଥିବା ବେଳେ ଏହି ରୋଗରୁ ୩୮୫୪୧୪ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୬୭୦୮୬ ଜଣ ଚିକିତ୍ସିତ ହେଉଛନ୍ତି ।