ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପରମୁହାଁ । ବଢିଚାଲିଛି ପଛେ ଥମିବାର ନାଁ ଧରୁନି । ଏବେ ପୁଣି ଆଉ ୪୨୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪୪୧ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୭୬୮ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି । ସେନେଇ ନଜର ପକାନ୍ତୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଉପରେ ।
Covid-19 Report For 18th September
New Positive Case: 4209
In Quarantine: 2441
Local Contacts: 1768(Details of local contacts will be shared by concerned Dist Administration)
District Wise Cases
1. Angul: 109
2. Balasore: 183
3. Bargarh: 116
4. Bhadrak: 43
5. Balangir: 78— I & PR Department, Odisha (@IPR_Odisha) September 19, 2020
22. Mayurbhanj: 107
23. Nawarangpur: 102
24. Nayagarh: 47
25. Nuapada: 52
26. Puri: 326
27. Rayagada: 92
28. Sambalpur: 154
29. Sonepur: 83
30. Sundargarh: 121
31. State Pool: 210New Recovery: 4101
Cumulative Tested: 2715822
Positive: 175550
Recovered: 137567
Active Case: 37239— I & PR Department, Odisha (@IPR_Odisha) September 19, 2020
ଅନ୍ୟପଟେ ରାଜ୍ୟରୁ ପୁଣି ଆଉ ୪୧୦୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୫୫୫୦ କୁ ବୃଦ୍ଧି ପାଇଥିବା ବେଳେ ୧୩୭୫୬୭ ଜଣ ସୁସ୍ଥ ହୋଇସାରିଲେଣି ଏବଂ ୩୭୨୩୯ ଜଣ ଚିକିତ୍ସିତ ହେଉଛନ୍ତି ।