ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବର୍ତ୍ତମାନ ଦିନକୁ ଦିନ କରୋନା ତାର ଭୟାବହତା ଦେଖାଇ ଚାଲିଛି । ବର୍ଷା ଦିନରେ ଏହା ଅଧିକ ବଢିଥିବା ବେଳେ ଆଗକୁ ଶୀତରେ ଏହା ଅଧିକ କଂକ୍ରମିତ କରାଇବ ରୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ସତର୍କ କରାଯାଇଛି । ଆକ୍ରନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ଡବ୍ଲ୍ୟୁଏଚଓର ରିଜିଓନାଲ ଡାଇରେକ୍ଟର ବା ଆଞ୍ଚଳିକ ନିର୍ଦ୍ଦେଶକ ହେନରୀ କ୍ଲଗ୍ କହିଛନ୍ତି । ଶୀତଦିନେ ଉଭୟ ଯୁବକ ଓ ବୟସ୍କଙ୍କ ପାଇଁ ଅଧିକ ବିପଦ ରହିଛି । ଏପରିକି କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ମଧ୍ୟ ଅଧିକ ଆକ୍ରାନ୍ତ ଭର୍ତ୍ତି ହେବେ, ମୃତ୍ୟୁଦର ମଧ୍ୟ ବୃଦ୍ଧି ପାଇବ ।ହେନରୀ ତିନୋଟି ମୁଖ୍ୟ କାରଣ ଉପରେ ଫୋକସ୍ କରିବାକୁ କହିଛନ୍ତି ।ସ୍କୁଲ ଖୋଲିବା, ଥଣ୍ଡା ଜ୍ୱର ଯେପରି ନହୁଏ ଓ ବୟସ୍କଙ୍କ ଉପରେ ଧ୍ୟାନ ରଖିବାକୁ ପ୍ରାଧାନ୍ୟ ଦିଆଯାଇଛି । ଆମେରିକାରେ ସ୍କୁଲ-କଲେଜ ଖୋଲିବା ପରେ ଅନେକ ସ୍ଥାନରେ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ମିସିସିପିର ଏକ ସ୍କୁଲରେ ୪୦୦୦ ଛାତ୍ର ଓ ୬୦୦ ଶିକ୍ଷକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।
ସେ ଆହୁରି କହିଛନ୍ତି ଯେ, ଏକ କମିଟି ଗଠନ କରାଯାଇଛି । ଯେଉଁଥିରେ ଜରୁରୀକାଳିନ ନିୟମରେ କେତେକ ପରିବର୍ତ୍ତନ କରାଯିବ । ଏହାସହ ଜାନୁଆରୀ ୩୦ ଯାଏଁ ହେଲଥ୍ ଏମରଜେନ୍ସି ଜାରି କରାଯାଇଛି । ତେବେ ଆଗାମୀ ଶୀତ ଦିନରେ ସବୁ ନିୟମ ମାନି ସତର୍କ ରହିବାକୁ କୁହାହୋଇଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024